୪ର୍ଥ ଟି୨୦- ଭାରତର ପ୍ରଭାବଶାଳୀ ପ୍ରଦର୍ଶନ
ଅହମ୍ମଦାବାଦ: ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଏହି କର ବା ମର ମ୍ୟାଚ୍ରେ ମାତ୍ର ୮ ରନ୍ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଛି। ଫଳରେ ସିରିଜ୍ ପରାଜୟରୁ ବର୍ତ୍ତିବା ସହ ଭାରତ ସିରିଜ୍କୁ ୨-୨ ସ୍ଥିତିକୁ ଆଣିପାରିଛି।!-->…