୩୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନ୍ସୁଗାର ଜବତ: ୧୬ ଗିରଫ
ପୁରୀ: ସହରରେ ବେଆଇନ୍ ଭାବେ ବ୍ରାଉନ୍ ସୁଗାର ନିଶା କାରବାର ବିକ୍ରି ଭଳି ଅପରାଧକୁ ରୋକିବା ପାଇଁ ଜିଲ୍ଲା ପୋଲିସ୍ ପକ୍ଷରୁ ନିଶା କାରବାର କରୁଥିବା ଅପରାଧିଙ୍କ ବିରୋଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସହରରୁ ନିଶା କାରବାରକୁ ମୁଳପୋଛ କରିବା ପାଇଁ ଜିଲ୍ଲା ପୋଲିସ୍ ଏବେ!-->…