ସାହି ମଝିରେ ଯୁବକଙ୍କୁ ଦୁର୍ବୃତଙ୍କ ମରଣାନ୍ତକ ଆକ୍ରମଣ

ପୁରୀ: ସାହି ମଝିରେ ଯୁବକଙ୍କ ଦୁବୃତମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମଙ୍ଗଳବାର ଖବର ମିଳିଛି । ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା ଅନ୍ତର୍ଗତ ବାସେଳୀ ସାହି ଥାନା ମିଶ୍ରସାହିରେ ଘଟିଛି । ଦୁର୍ବୃତମାନେ ଉକ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ମାରାଣାସ୍ତ୍ରରେ ହାଣିଛନ୍ତି । ଯୁବକଙ୍କ ପରିଚୟ…

ପିପିଲି ଉପନିର୍ବାଚନ ଏପ୍ରିଲ ୧୭ରେ

ଭୁବନେଶ୍ୱର: ଏପ୍ରିଲ ୧୭ରେ ଖାଲିପଡିଥିବା ପିପିଲି ବିଧାନସଭା ଆସନ ପାଇଁ ଉପନିାର୍ବାଚନ ହେବ । ଏଥିନେଇ ଆଉ ସପ୍ତାହକ ପରେ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ପ୍ରର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସମସ୍ତ ପ୍ରାର୍ଥୀ ପତ୍ର ମାର୍ଚ୍ଚ ୩୧ରେ ଜାଂଚ…

ଆଇଜିଏଚ୍କୁ ନେଇ ତେଜିଲା ରାଜନୀତି

ରାଉରକେଲା: ରାଉରକେଲା ଆଇଜିଏଚକୁ ନେଇ ତେଜିଲା ରାଜନୀତି ଏହାକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇଥିବା ବେଳେ ମେଡିକାଲ କଲେଜ କରାଯାଇନଥିବା ଦର୍ଶାଇ ଆପତି କରିଛନ୍ତି ଖଣି ଓ ଇସ୍ଫାତ ମନ୍ତ୍ରୀ । ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୫, ଏପ୍ରିଲ ୨ ତାରିଖରେ…

ହୋଲି ଉପରେ ରାଜ୍ୟ ସରକାର ନିଷିଦ୍ଧାଦେଶ ଜାରି କରିବେକି!

ଭୁବନେଶ୍ୱର(ଅରୁଣ କୁମାର ଦାଶ): ଆଗକୁ ଦୋଳ ଓ ହୋଲି ଆସୁଛି । ଓଡ଼ିଶାରେ ଏହା ବିଭିନ୍ନ ସ୍ଥାନରେ ପାଳନ ହେବା ପ୍ରାୟତଃ ନିଶ୍ଚିତ । ବିଶେଷତଃ ଏଥିଲାଗି ଅନେକ ସ୍ଥାନରେ ମେଲଣ ବେହ ସହିତ ବହୁ ଜନ ସମାଗମ ହେବ ୨୮ ତାରିଖରେ ଦୋଲପୂର୍ଣ୍ଣମା ଅବସରରେ ଦୋଲ ଉତ୍ସବ ନେଇ ୩୦ଟି ଜିଲ୍ଳାରେ ମହାସମାରୋହରେ…

ସୀମାକୁ ରକ୍ଷାନକଲେ ଇତିହାସ ଆମକୁ କ୍ଷମା ଦେବ ନାହିଁ: ନିରଞ୍ଜନ ପଟ୍ଟନାୟକ

ବହୁ ବରିÂ କଂଗ୍ରେସ ନେତୃବୃନ୍ଦ ସାମିଲ ହୋଇଥିଲେ । କୋଟିଆ ଅଂଚଳର ପଟା ସୁନେରୀ, ଫଗୁ ସୁନେରୀ, ତଳ ଗଞ୍ଜେଇ ପଦର ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କଲାବେଳେ ସେମାନେ ସମସ୍ତେ ଓଡ଼ିଶାରେ ଏବଂ ଓଡ଼ିଆ ତାଙ୍କର ପରିଚୟ ହେଉ ବୋଲି ·ହାଁନ୍ତି କିନ୍ତୁ ସେମାନଙ୍କର…

ଏପ୍ରିଲ ୧ରୁ ୫ଟି ନୂଆ ଆୟକର ନିୟମ

ନୂଆଦିଲ୍ଲୀ: ଆଗାମୀ ଏପ୍ରିଲ ପହିଲାରୁ ଦେଶରେ ୫ଟି ନୂଆ ଆୟକର ନିୟମ ଲାଗୁହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ଉପସ୍ଥାପିତ ବଜେଟ୍‍ରେ ଏହି ନିୟମଗୁଡିକ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରଖିଥିଲେ। ଯେଉଁମାନେ ଆୟକର ରିଟଣ୍ଣ ଦାଖଲ କରୁନାହାନ୍ତି, ସେମାନଙ୍କର ଅଧିକ…

ଘରୋଇକରଣ ହେବନାହିଁ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ନେଇ ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଆନ ଏୟାରଲାଇନ୍ସ ପର୍ଯ୍ୟନ୍ତ ଅନେକ ସଂସ୍ଥାକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଦେଶରେ ଅନେକ ସ୍ତରରେ ଦୃଢ ପ୍ରତିବାଦର ସ୍ୱର ପ୍ରକାଶ ପାଉଛି। ଏଭଳି…

ଲଗାତାର ୪ର୍ଥ ଦିନ ଗୃହ ମୁଲତବି

ଭୁବନେଶ୍ୱର : ଲଗାତାର ୪ର୍ଥ ଦିନରେ ବିଧାନସଭା ଅଧିବେଶନରେ ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ବିଧାନସଭାରେ ଶାସକ-ବିରୋଧୀ ମୁହାମୁହିଁ ସହ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ଏହି କାରଣରୁ ଆଜି ମଧ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା୩୦ ଯାଏଁ ଗୃହକୁ…

ଚା’ ଦୋକାନରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ : କଟକ ଜିଲା ଜଗତପୁରରେ ଏକ ଚା’ ଦୋକାନରୁ ମଙ୍ଗଳବାର ବ୍ରାଉନସୁଗାର ଜବତ ହୋଇଥିବା ନେଇ ଖବର ମିଳିଛି। ଜଗତପୁରରେ ଥିବା ଚା’ ଦୋକାନରୁ ପ୍ରାୟ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏହାସହ ସମ୍ପୃକ୍ତ…

ବୁମ୍‌ରା-ସଞ୍ଜନା ବିବାହ ବନ୍ଧନରେ ଆବଦ୍ଧ

ପାଣାଜୀ : ଭାରତୀୟ କ୍ରିକେଟ୍‌ ଦଳର ନାମୀ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦେଶର ନାମୀ କ୍ରୀଡ଼ା ଉପସ୍ଥାପିକା (ଆଙ୍କର) ସଞ୍ଜନା ଗଣେଶନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବୁମ୍‌ରା ଓ ସଞ୍ଜନାଙ୍କ ମଧ୍ୟରେ ଗତ କିଛିବର୍ଷ ହେଲା…