ଶ୍ରୀ ରାମ ମନ୍ଦିର ପାଇଁ ଓଡିଶାରୁ ୪୨କୋଟି ଟଙ୍କାରୁ ଉର୍ଦ୍ଧ ଆଦାୟ

ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ କରା ଯାଇଥିବା ନିଧି ସମର୍ପଣ ଅଭିଯାନରେ ଓଡିଶା ବାସୀ ମାନେ ୪୨କୋଟି ଟଙ୍କାରୁ ଅଧିକ ରାଶି ନିଧି ସମର୍ପଣ କରିଛନ୍ତି । ଓଡିଶାବାସୀଙ୍କର ଏଭଳି ଉତ୍ସାହପ୍ରଦ ସହଯୋଗ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର…

ଶ୍ରୀ ମନ୍ଦିରରେ ଉନ୍ମତ କାଣ୍ଡ କରି ନାଗାବାବା ଗିରଫ

ପୁରୀ: ଶ୍ରୀମନ୍ଦିର ନିୟମ ଉଲ୍ଲଘଂନ କରି ପବିତ୍ର ରୋହିଣୀ କୁଣ୍ଡ ଉପରେ ଘୋଡ଼ା ଯାଇଥିବା କାଠ ପଟ୍ଟାକୁ କାଢ଼ି ଫୋପାଡ଼ିବା, କର୍ତ୍ତବ୍ୟରତ ଶ୍ରୀଜଗନ୍ନାଥ ମନ୍ଦିର ଜେଟିପି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଦୁର୍ବ୍ୟବହାର କରିବା ଓ ହତ୍ୟା ଧମକ ଦେବା ଅଭିଯୋଗରେ ସିଂହଦ୍ୱାର…

ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ

ବାଲିକୁଦା: ରବିବାର ସକାଳ ଦଶଟା ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଖବର ମିଳିଛି । ବନ୍ଦର ସାମୁଦ୍ରିକ ଥାନା ଅନ୍ତର୍ଗତ ମାଙ୍କଡ଼ଖିଆ ଠାରେ ଏହି ଘଟଣା ଘଟିଛି । ଥାନାଧିକାରୀ ଜଗତସିଂହପୁର…

ଦେଶରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ଅତିକ୍ରମ କରିବା ସହ ଆଉ ୨୬,୨୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୮୫,୩୩୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୧୮…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ

ପାଟନା: ବିହାରର କିଶନଗଞ୍ଜ ଜିଲାରେ ସୋମବାର ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ପରିବାରର ୪ ଶିଶୁ ସମେତ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଜିଲାର ସଲାମ କଲୋନୀର ଏକ ଘରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସୋମବାର ସକାଳେ ସଲାମ…

ରାଜ୍ୟରେ୨୪ ଘଣ୍ଟାରେ ୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୨୫୮ରେ…

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପ ପୁଅ ଗିରଫ

ବୌଦ୍ଧ/ହରଭଙ୍ଗା: ଜଙ୍ଗଲରେ ଲାଗିଥିବା ନିଆଁ ବନ ବିଭାଗର ନିଦ ହଜାଇ ଦେଇଛି। ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଜିଲ୍ଲାରେ ବନାଗ୍ନି ସଚେତନତା ରଥ ବୁଲୁଛି। ସେପଟେ ବନ୍ୟଜନ୍ତୁ ଶିକାର ଓ କାଠ କୋଇଲା ସଂଗ୍ରହ ପାଇଁ ଜଙ୍ଗଲ ନିଆଁ ଲଗାଉଥିବା ଜଣାଯାଇଛି। ଏହାକୁ ରୋକିବା…

ଦେଶବ୍ୟାପୀ ଦୁଇଦିନିଆ ବ୍ୟାଙ୍କ୍‌ ଧର୍ମଘଟ

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଦୁଇଦିନିଆ ‘ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡର୍‌ଟେକିଙ୍ଗ୍‌’ ବ୍ୟାଙ୍କ୍‌ ଧର୍ମଘଟ କାରଣରୁ ‘ଚେକ୍‌ କ୍ଲିଅରାନ୍ସ’ ସମେତ ଅନ୍ୟାନ୍ୟ ବ୍ୟାଙ୍କ୍‌ ସେବା ପ୍ରଭାବିତ ହୋଇଛି। ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ୍‌କୁ ଘରୋଇକରଣ କରାଯିବା ପ୍ରସ୍ତାବକୁ…

ବିଧାୟକ କ୍ଷମା ମାଗନ୍ତୁ : ବାଚସ୍ପତି

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ବାଚସ୍ପତି ଶୀ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ରମ କରିବା ବେଆଇନ୍ । ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ବାଚସ୍ପତି…

ଶିମିଳିପାଳ ଜଙ୍ଗଲରେ ନିଆଁ ଆୟତ : ଟାସ୍କ ଫୋର୍ସ

ଭୁବନେଶ୍ୱର: ନ୍ୟାସ୍ନାଲ୍ ରିମୋଟ୍ ସେନ୍ସିଂ ସେଂଟର(ଏନଆରଏସସି), ହାଇଦ୍ରାବାଦର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଜଙ୍ଗଲରେ ନିଆଁ ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଏଫଏସଆଇ ଦେହରାଡୁନ୍, ସୂଚନା ଅନୁଯାୟୀ ଶନିବାର ରାଜ୍ୟର ୩୪୧ଟି ଜଙ୍ଗଲ ଅଗ୍ନି ସତର୍କ ସୂଚନା ରହିଛି । ଗତକାଲି ୭୦୧ଟି…