ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସ୍ୱଛ ଭାରତ କାର୍ଯ୍ୟକ୍ରମ

କୋକସରା: କୋକସରା ବ୍ଲକ ଆମପାଣି ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଆମପାଣି ଗ୍ରାମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଆମପାଣି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବିନୟ ଭୂଷଣ ପ୍ରଧାନ, ଆମପାଣି ଥାନା ଅଧିକାରୀ ପୁଷ୍ପାଳି ନିଙ୍ଗି, ଆମପାଣି ସରପଞ୍ଚ…

ହେନ୍ତାଳ ବନ ସୃଷ୍ଟି କରିଥିବା ବଡ଼କୋଟ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପରିବେଶବିତ୍ ବିଜୟ କୁମାର କବି ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼କୋଟର ଗ୍ରାମବାସୀମାନେ ୧୨ ବର୍ଷ ମଧ୍ୟରେ ୨୫ ଏକର ଜମିରେ ହେନ୍ତାଳ ବନ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଉଦ୍ୟମ ଅନ୍ୟମାନଙ୍କୁ ବନୀକରଣ ଏବଂ ପରିବେଶ…

୭୧.୪୬୦ଲିଟର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ଚିକିଟି: ଚିକିଟି ଅଞ୍ଚଳରେ ଦୀର୍ଘଦିନ ଧରି ନକଲି ବିଦେଶୀ ମଦ କାରବାର ହେଉଥିବା ଅଭିଯୋଗ ପରେ ଆଜି ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏକ ଚଢ଼ାଉ କରି ନକଲି ବିଦେଶୀ ପ୍ରସ୍ତୁତିକେନ୍ଦ୍ର ଠାବ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଦୀର୍ଘଦିନ ପରେ ଆଜି ଅବକାରୀ ବିଭାଗର…

ନାଇରାରେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା

ଗୁଣପୁର: କିଏ ହତ୍ୟାକଲା ଜଣା ପଡୁନି। କାହିଁକି ହତ୍ୟାହେଲା ସେନେଇ ମଧ୍ୟ କିଛି ସୂଚନା ମିଳୁନି। ହତ୍ୟା ଘଟାଇଥିବା ଅପରାଧିମାନେ ସାମାନ୍ୟ ଖିଅ ମଧ୍ୟ ଘଟଣା ସ୍ଥଳରେ ଛାଡି ନାହାନ୍ତି। ପୁଲିସ ଖୋଜାଖୋଜି କରିବା ବେଳେ ରକ୍ତଛଡା ଆଉ କିଛିବି ପାଇନି। ଏମିତି ଆଶ୍ଚର୍ଯ୍ୟଜନକ ଭାବେ ପଦ୍ମପୁର ବ୍ଳକ…

ଠକିନେଲେ ୬୮.୪୫ ଲକ୍ଷ

ରାଜଧାନୀରେ ସାଇବର ଠକଙ୍କ ସହିତ ଚାକିରି ଓ ଫ୍ଲାଟ୍‌ ଦେବା ଲାଗି କହି ସାଧାରଣ ଲୋକଙ୍କୁ ଗତ ସପ୍ତାହକ ମଧ୍ୟରେ ୬୮.୪୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ୫ କୋଟି ଟଙ୍କାର ଏକ ଋଣ କରାଇ ଦେବା ଲାଗି କହି ଡୁମୁଡୁମାର ସେକ୍‌ ସହିଦ ହୁସେନ୍‌ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଚିତ୍ତରଞ୍ଜନ…

ଇତିହାସ ରଚିଲେ ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌ ନୂଆ ଇତିହାସ ରଚିଛନ୍ତି। ବିଶ୍ଵର ପ୍ରଥମ ମହିଳା କ୍ରିକେଟର ଭାବେ ସେ ଦିନିକିଆରେ ୭ ହଜାର ରନ୍‌ ପୂରଣ କରିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମିତାଲି ଏହି…

ଦେଶରେ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଭୂତାଣୁ ଲେଉଟୁଛି। ଟିକାକରଣ ସତ୍ବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହୁଥିବାବେଳେ ଏବେ ତାହା ୨୫ ହଜାର ଅତିକ୍ରମ କଲାଣି। ଗତ ଶନିବାର ଦେଶରେ ୨୪ ହଜାର ୮୮୨ ରୋଗୀ ଚିହ୍ନଟ…

ମମତାଙ୍କ ଉପରେ ଆକ୍ରମଣ ହୋଇନି, ତାହା ଏକ ଦୁର୍ଘଟଣା ଥିଲା: ନିର୍ବାଚନ ଆୟୋଗ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ଆକ୍ରମଣକୁ ନେଇ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ସଚିବଙ୍କ ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ ରବିବାର ବୈଠକ ବସିଥିଲା। ବୈଠକ…

ସମୁଦ୍ରରେ ଭାସିଯିବା ବେଳେ ୫ ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ବେଳାଭୂମିରେ ରବିବାର ସମୁଦ୍ରସ୍ନାନ ସମୟରେ ୫ ପର୍ଯ୍ୟଟକ ଭାସିଯିବା ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହି ପର୍ଯ୍ୟଟକମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲା ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ରବିବାର ପୂର୍ବାହ୍ନରେ…

ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମ ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କରୋନା ସ୍ଥିତି ନିୟନ୍ତ୍ରଣରେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ଏ ଦିଗରେ ସରକାର ନେଇଥିବା ପଦକ୍ଷେପକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପ୍ରଶଂସା କରିଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରୁ କମ୍‌ ରହୁଛି। କିନ୍ତୁ ବିପଦ ଟଳିନାହିଁ। ଶୂନ୍ୟ ସଂକ୍ରମଣ ଆମର…