ବରୁଣେଇ ପାହାଡ଼ରେ ନିଆଁ
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖାଯାଇଛି। ନିକଟରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବହୁ କଷ୍ଟରେ ଆୟତ୍ତ ହୋଇଥିବା ବେଳେ କେତେକ ସ୍ଥାନରେ ଏବେବି ନିଆଁ ଜଳୁଛି। ଏହି କ୍ରମରେ ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ ଲାଗିଥିବା ରବିବାର ଦେଖିବାକୁ!-->…