୪ କିଲୋ ଆଳୁ ୨୦ ଟଙ୍କା
ସୁଆଣ୍ଡୋ : କୋଡିଏ ଟଙ୍କାରେ ଚାରି କିଲୋ ଆଳୁ । ଏହାକୁ ନେଇ ଚିନ୍ତାରେ ଚାଷୀ। । ଏଭଳି ଘଟଣା ପୁରୀଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଯାଉଛି। ଶୀତଳ ଭଣ୍ଡାର ଅଚଳ ପାଇଁ ଆଳୁ ସାଇତି ରଖିବାକୁ ସୁବିଧା ନାହିଁ । ଅନ୍ୟ ଉପାୟ ନପାଇ କୋଡ଼ିଏ ଟଙ୍କାରେ ଚାରି କିଲୋ ଆଳୁ ବିକ୍ରି କରୁଛି ଚାଷୀ । ଗାଁ!-->…