ଆଜି କ୍ୱାର୍ଡ଼ ଦେଶର ପ୍ରଥମ ଶିଖର ସମ୍ମିଳନୀ
ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାକୁ ନେଇ ଗଠିତ କ୍ୱାର୍ଡ ଦେଶର ପ୍ରଥମ ଶିଖର ସମ୍ମିଳନୀ ଆଜି ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋସେହିଦ୍ ସୁଗା ଏବଂ ଆମେରିକା!-->…