ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା
ଆଠଗଡ: କଟକ ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠରେ କୋଭିଡ଼୍ କଟକଣା ମଧ୍ୟରେ ପାଳିତ ହେଉଛି ଜାଗର ଯାତ୍ରା । କରୋନା ସଂକ୍ରମଣ ଏଡାଇବାକୁ ଚଳିତ ବର୍ଷ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି । ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ!-->…