ରାଜ୍ୟର ୨୩ଟି ସ୍ଥାନ ସର୍ବାଧିକ ପ୍ରଦୁଷିତ
ନୂଆଦିଲ୍ଲୀ: ଦେଶରେ ୧୧୨ଟି ସର୍ବାଧିକ ପ୍ରଦୂଷିତ ସ୍ଥାନ ମଧ୍ୟରୁ ଓଡ଼ିଶାରେ କେବଳ ୨୩ଟି ସ୍ଥାନ ରହିଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ନିକଟରେ ପ୍ରକାଶିତ ଏକି ରିପୋର୍ଟରେ ଏହା କୁହାଯାଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ!-->…