ଗ୍ୟାସ ଟାଙ୍କି ବିସ୍ପୋରଣରେ ବ୍ୟବସାୟୀ ଗୁରୁତର
ମାହାଙ୍ଗା: ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଜପୁରା ପଞ୍ଚାୟତ ଶଶିଲୋ ଚକମଧୁପୁର ବଜାର ରେ ଜଣେ ଚା ଦୋକାନରେ ଗ୍ୟାସ ଟାଙ୍କି ବିସ୍ପୋରଣ ଘଟି ସେହି ଗ୍ରାମର ଶରତ ବେହେରା ନାମକ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର!-->…