୧୪୦ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ କୋଭିଡ ଟିକା

ଭୁବନେଶ୍ୱର: ଭୁବନେଶ୍ୱରର ମେଂଚଶ୍ୱର ଠାରେ ଥିବା ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ଶୁକ୍ରବାର ଦିନ ପ୍ରାୟ ୧୪୦ ଜଣ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ କୋଭିଡ ଟୀକା ଦିଆଯାଇଛି । ପୂର୍ବରୁ ପୂର୍ବତଟ ରେଳପଥ ମାର୍ଚ୍ଚ ମାସ ୪ ତାରିଖ ଠାରୁ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ ସମସ୍ତ…

ସିପିଆଇ(ଏମଏଲ)ର ସାଧାରଣ ସଭା

ରାୟଗଡ: ରାୟଗଡ ଜିଲ୍ଳା କୋଲନରା ବ୍ଳକର ଦୁନ୍ଦିଲି ଗ୍ରାମ ପଂଚାୟତ ଅନ୍ତର୍ଗତ ପାତ୍ରପୁଟ ଗ୍ରାମ ଠାରେ ସିପିଆଇ (ଏମଏଲ)ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରାମଚନ୍ଦ୍ର ମିଣିଆକାଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି ସଭାରେ ମୁଖ୍ୟତଃ ମୁନିଗୁଡା, କୋଲନରା, ବିଷମକଟକ,ରାୟଗଡ ଜୋନର…

ବାଲିକୁଦାରେ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ

ବାଲିକୁଦା : ବାଲିକୁଦା ବ୍ଲକ ବିଜେଡ଼ି ପକ୍ଷରୁ ଓଡିସାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ଲୋକ ସଭା ସାଂସଦ ବିଜୟାନନ୍ଦ ପଟ୍ଟନାୟକଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଖଣ୍ଡିଆ କୋଟ ଠାରେ ବ୍ଲକ ବିଜେଡି ସଭାପତି ରତ୍ନାକର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ…

୧୩୪୨.୨ କୋଟି ଟଙ୍କାରେ ନିର୍ମିତ ହୋଇଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ୱର ମେଂଚଶ୍ୱରରେ ଏକ ବିଶ୍ୱସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ ବିଶ୍ୱ ଦକ୍ଷତା କେନ୍ଦ୍ର (ୱାର୍ଲଡ଼ ସ୍କିଲ ସେଂଟର) ର ଉଦ୍ଘାଟନ କରିଛନ୍ତି । ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ…

ଭାରତ ୩-୧ରେ ସିରିଜ ବିଜୟୀ

ଅହମ୍ମଦାବାଦ : ଚତୁର୍ଥ ଟେଷ୍ଟରେ ଭାରତ ଇନିଂସ୍‌ ବିଜୟୀ ହୋଇଛି। ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ପରାସ୍ତ କରି ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୩-୧ରେ ବିଜୟୀ। ଅକ୍ଷର ପଟେଲ୍‌ ଓ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଏହି ଚିତାକର୍ଷକ ବିଜୟ ହାସଲ…

୩ ଦିନ ଘୁଞ୍ଚିଲା ସିବିଏସ୍‌ଇ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ପହିଲାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ୩ଦିନ ଘୁଞ୍ଚାଇ ଦିଆଯାଇଛି। ନୂଆ…

ବସ୍‌ଷ୍ଟାଣ୍ଡରେ ବସି କାନ୍ଦୁଥିଲେ ୨ ଝିଅ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

ବାଲେଶ୍ବର: ବାଲେଶ୍ୱର ଜିଲା ସୋରର କସ୍ତୁରବା କନ୍ୟାଶ୍ରମରୁ ୨ଜଣ ଝିଅ ହଠାତ୍‌ କେଉଁଆଡ଼େ ଚାଲିଯାଇଥିଲେ। କନ୍ୟାଶ୍ରମ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା। ଆଜି ସ୍ଥାନୀୟ ଲୋକେ କନ୍ୟାଶ୍ରମରୁ ପଳାଇ ଆସିଥିବା ୨ଜଣ ଝିଅଙ୍କୁ ବାଲେଶ୍ବର ବସ୍‌ଷ୍ଟାଣ୍ଡ୍‌ରୁ ଉଦ୍ଧାର…

ଗ୍ୟାସ ଟାଙ୍କି ବିସ୍ପୋରଣରେ ବ୍ୟବସାୟୀ ଗୁରୁତର

ମାହାଙ୍ଗା: ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଜପୁରା ପଞ୍ଚାୟତ ଶଶିଲୋ ଚକମଧୁପୁର ବଜାର ରେ ଜଣେ ଚା ଦୋକାନରେ ଗ୍ୟାସ ଟାଙ୍କି ବିସ୍ପୋରଣ ଘଟି ସେହି ଗ୍ରାମର ଶରତ ବେହେରା ନାମକ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର…

ଉଦ୍ଧାର ନାଁରେ ଅଜଗର ମାରିଦେଲେ ଗାଁ ଲୋକେ ଓ ବନ କର୍ମଚାରୀ

ଭୁବନେଶ୍ବର: ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରୁ ଏକ ଅଜଗର ଶୀକାର କଲେ ବନ କର୍ମଚାରୀ ଓ ଗ୍ରାମବାସୀ। ଗତକାଲି ଡମପଡା ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମର କିଛି ଲୋକ ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରେ ଏକ ୧୦ ଫୁଟିଆ ଅଜଗରକୁ କୌଣସି ଏକ ଜନ୍ତୁକୁ ଗିଳିଦେବା ପରେ ସେଠାରେ ପଡି ରହିଥିବା ଦେଖିବାକୁ…

ଲଦାଖରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଆଜି ଭୋର ୫ଟା୧୧ରେ ଲଦାଖରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ଼ କରାଯାଇଛି।  ଏଯାବତ ଭୂକମ୍ପରେ କୌଣସି ମୃତାହତ କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇଥିବା ନେଇ ସୂଚନା ମିଳିନାହିଁ।ସେହିପରି ଗତ ମାସରେ ମଧ୍ୟ…