ଦିନ ଦ୍ଵି-ପହରରେ ଚୋରି।
ନବରଙ୍ଗପୁର : ଦିନ ଦ୍ଵି-ପହରରେ ଚୋରି। ଘରେ କେହି ନଥିବା ସୁଯୋଗ ନେଇ ତାଲା ଭାଙ୍ଗି ଘରେ ପଶି କଳାକନା ବୁଲେଇଲେ ଚୋର। ଏକ କାଳୀନ ଆଖ ପାଖରେ ଥିବା ଦୁଇଟି ଘରେ ପଶି ସୁନା ଗହଣା, ନଗଦ ଟଙ୍କା ଲୁଟିନେଲେ। ୧୯ ମିନିଟରେ ସଫା କରିଦେଲେ ଘରକୁ। ଘଟଣା ଘଟିଛି ନବରଙ୍ଗପୁର ସହର ସ୍ଥିତ ଆଶ୍ରିବାଦ!-->…