ଏଲଓସିରେ ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ପୁଣି ସମ୍ମତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଗୁଳିଗୋଳା ବନ୍ଦ ପାଇଁ ଭାରତ ଓ ପାକିସ୍ତାନ ଗୁରୁବାର ସମ୍ମତ ହୋଇଛନ୍ତି। ଉଭୟ ରାଷ୍ଟ୍ରର ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ହୋଇଥିବା ହଟଲାଇନ୍ ଆଲୋଚନାରେ ଏହି ସମ୍ମତି ପ୍ରକାଶ ପାଇଛି। ଉଭୟ…

ଆଜି ଭାରତ ବାଣିଜ୍ୟ ବନ୍ଦ

ଭୁବନେଶ୍ବର : ଦ୍ରବ୍ୟ ଓ ସେବା କର(ଜିଏସଟି)ରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଂଗଠନ ଶୁକ୍ରବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ‘ଭାରତ ବାଣିଜ୍ୟ ବନ୍ଦ’ ଡାକରା ଦେଇଛି। ଏହି ବାଣିଜ୍ୟ ବନ୍ଦକୁ ସର୍ବଭାରତୀୟ ବ୍ୟବସାୟୀ ସଂଗଠନ ଓଡ଼ିଶା ଶାଖା ପକ୍ଷରୁ…

ଧାନ କ୍ରୟ ହୋଇଛି ୫୬ ଲକ୍ଷ ୬୭ ହଜାର କୁଇଣ୍ଟାଲ

ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ୫୬ ଲକ୍ଷ ୬୭ ହଜାରେ କୁଇଂଟାଲ ଧାନ କ୍ରୟ କରାଯାଇଛି । ଚଳିତ ଖରିଫ ଋତୁରେ ୫୪ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ସଂଗୃହୀତ ଧାନ ପରିମାଣ ତାହାକୁ ଟପିଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ବିଧାନସଭାରେ ପ୍ରକାଶ କରିଛନ୍ତି…

କେବେ କମିବ ତୈଳ ଦର?

ଦେଶରେ ତୈଳ ଦର ଯେପରି ଦୀର୍ଘ କାଳ ଧରି ଦର ବୃଦ୍ଧିରେ ନୟାନ୍ତ ହୋଇଚାଲିଛି, ତାହା ୨୬ ଫେବୃୟାରୀର ପ୍ରସ୍ତାବିତ ‘ଭାରତ ବନ୍ଦ’ରୁ ସହଜରେ ଅନୁମାନ କରାଯାଇପାରେ । ତେଲ ଦାମ୍ ବଢ଼ିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଏହା ଉପରେ ଟିକସ ଜାରି କରିଥିବାରୁ ଏହା ସାଧାରଣ ଜନତାଙ୍କ ପାଇଁ ଆଗକୁ ଅଚାନକ…

ଭାରତ ବନ୍ଦ ଆଜି

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବନ୍ଦ । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍ ଆଦି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ ୟୁନିୟନ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି । ଓଡିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛି । ଏହି କାରଣରୁ ଆସନ୍ତା କାଲି ରାଜ୍ୟରେ ପ୍ରାୟ…

ଭାରତ ଫେରିବ ନିରବ ମୋଦୀ

ଲଣ୍ଡନ: ୧୩୫୦ କୋଟି ଟଙ୍କାର ବ୍ୟାଙ୍କ ଠକେଇରେ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ଲାଗି ଲଣ୍ଡନର ଫେଡେରାଲ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତକୁ ପ୍ରତ୍ୟାର୍ପଣ ପାଇଁ ସିବିଆଇ ଓ ଇଡିର ଆବେଦନ ଉପରେ ଶୁଣାଣୀକରି ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି ।…

ପୁଣି ଏଲପିଜି ବଢିଲା ୨୫ ଟଙ୍କା

ନୂଆଦିଲ୍ଲୀ: ଦେଶରେ ତୈଳ କମ୍ପାନୀ ଗୁଡିକ ଆଜି ରନ୍ଧନଗ୍ୟାସ ସିଲିଣ୍ଡର (୧୪.୨କେଜି) ପିଛା ପୁଣି ୨୫ ଟଙ୍କା ବୃଦ୍ଧି କରିଛନ୍ତି । ରନ୍ଧନ ଗ୍ୟାସ ସିଲିଣ୍ଡର ୭୬୯ଟଙ୍କାରୁ ୭୯ଟଙ୍କାକୁ ବୃଦ୍ଧି ପାଇଛି । ଚଳିତ ଫେବୃଆରୀ ମାସରେ ରନ୍ଧନ ଗ୍ୟାସର ଏହା ହେଉଛି ତୃତୀୟ ମୁଲ୍ୟବୃଦ୍ଧି । ପୂର୍ବରୁ ଗତ ୪…

ଅଂଶୁଘାତ ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ଖରାର ପ୍ରଭାବ ବୃଦ୍ଧି ହେଉଛି। ଅଂଶୁଘାତ ପାଇଁ ସତର୍କ ରହିବାକୁ ଡେପୁଟି ଏସଆରସି ପରାମର୍ଶ ଦେଇଛନ୍ତି। କେଉଁ ଗାଁ, ପଡାରେ ଜଳାଭାବ ରହିଛି ସେନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପିଲାଙ୍କୁ ପାଣି ବୋତଲ ସାଥୀରେ ଦେବାକୁ…

ଓଟିଟି ଫ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମ ପାଇଁ ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: ସୋଶାଲ ମିଡିଆ ଓ ଷ୍ଟ୍ରିମିଂ ପ୍ଲାଟଫର୍ମ ପାଇଁ ଆଜି କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର…

ପଶ୍ଚିମବଙ୍ଗ: ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ଅଭିନେତ୍ରୀ ପାୟଲ ସରକାର

କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜକୁ ମଜବୁତ କରିବାରେ ଲାଗିଛନ୍ତି। ନିର୍ବାଚନ ଜିତିବା ପାଇଁ ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଦେଇଛି। ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନ ପୂର୍ବରୁ ନିଜ ପ୍ରିୟ ଦଳ ଆଡ଼କୁ ମୁହାଁଉଛନ୍ତି। ଇତି ମଧ୍ୟରେ…