କଟକ ବମ୍ଫକୁଦ ଫାର୍ମ ହାଉସ ନିକଟରେ ଅଗ୍ନିକାଣ୍ଡ
କଟକ : କଟକ ଜିଲା ସଦର ଥାନା ବମ୍ଫକୁଦ ଫାର୍ମ ହାଉସ ନିକଟରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଫାର୍ମ ହାଉସ ପାଖରେ ଥିବା ବୁଦୁବୁଦିଆ ଜଙ୍ଗଲରେ ନିଆଁ ଲାଗିବା ସହ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ନିଆଁ ବ୍ୟାପିବା ନେଇ ଆଶଙ୍କା ରହିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ!-->…