ବିମାନ ବନ୍ଦରରେ ହେବ କରୋନା ଟେଷ୍ଟିଂ ସେଂଟର
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆଶଙ୍କାରେ ଭୁବନେଶ୍ୱର ବିମାନବନ୍ଦରରେ ଏକ ଟେଷ୍ଟିଂ ସେଂଟର ବିଏମ୍ସିପକ୍ଷରୁ ପ୍ରତିଷ୍ଠା କରାଯିବ । ସେଠାରେ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ, ମାତ୍ର କରୋନା ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ । ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ!-->…