ଜାଣନ୍ତୁ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ ବିଷୟରେ
ଅହମ୍ମଦାବାଦ: ବୁଧବାରଠାରୁ ସର୍ଦାର ପଟେଲ ଗୁଜରାଟ ଷ୍ଟାଡିୟମ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ୍ ଗୋଲାପି ବଲ୍ରେ ଖେଳାଯିବ। ମୋଟେରାସ୍ଥିତ ଷ୍ଟାଡିୟମ୍ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍। ଏଥିରେ ୧ ଲକ୍ଷ ୧୦ ହଜାର ଦର୍ଶକ!-->…