ନିଯୁକ୍ତ ହେବେ ୬୦୬ ଆସିଷ୍ଟାଣ୍ଟ ପ୍ରଫେସର

ଭୁବନେଶ୍ବର: ଓଡ଼ିଶା ‌ଶିକ୍ଷା ସେବା(କଲେଜ ବ୍ରାଞ୍ଚ) ନିଯୁକ୍ତି ଆଇନ ୨୦୨୦ ଅନୁସାରେ ସରକାରୀ କଲେଜର ଖାଲିଥିବା ୬୦୬ ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ବିଭାଗର ଅତିରିକ୍ତ ଶାସନ ସଚିବ ଜେ ଏନ୍‌ ଷଡ଼ଙ୍ଗୀ ଓଡ଼ିଶା ପବ୍ଲିକ…

୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର: କ୍ରମାଗତ ଭା‌େ‌ବ ୧୨ ଦିନ ତୈଳଦର ବଢିଥିଲେ ମଧ୍ୟ ଗତ ଦୁଇଦିନ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ତୈଳଦର ବୃଦ୍ଧି ହୋଇ ନଥିବା ଦିନଗୁଡିକରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳଦର ୧ ଡଲାର ଏବଂ ଦେଢ ଡଲାର ବଢିଥିଲା। ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର…

ଆଗ୍ରା-ଦିଲ୍ଲୀ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୭ ମୃତ

ମଥୁରା : ଆଗ୍ରା-ଦିଲ୍ଲୀ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ନେଇ ବୁଧବାର ଖବର ମିଳିଛି। ଟ୍ୟାଙ୍କର ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଚାଲି ଯାଇଛି। ଏହି ଦୁର୍ଘଟଣା ୟମୁନା ଏକ୍ସପ୍ରେସୱେରେ ନୌହଝୀଲ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ କାରରେ…

ଜେଇଇ ମେନ୍ ପରୀକ୍ଷା ଆରମ୍ଭ

ଓଡ଼ିଆରେ ୪୭୧ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା ଭୁବନେଶ୍ୱର: ବି.ଇ ବି.ଟେକ୍, ବି.ଆର୍କ ଏବଂ ବି.ପ୍ଲାନ୍ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ର ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ୪୭୧ ଜଣ ପରୀକ୍ଷାର୍ଥୀ ଓଡ଼ିଅରେ ପରୀକ୍ଷା…

ଇମ୍ରାନଙ୍କ ବିମାନଙ୍କୁ ଭାରତର ଅନୁମତି

ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମାରେ ପାକିସ୍ତାନ ବିମାନକୁ ଉଡାଣ ଲାଗି କେନ୍ଦ୍ରସରକାର ଅନୁମତି ପ୍ରଦାନ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ କାଁଙ୍କ ବିମାନ ଉଡ଼ିବା ଲାଗି ଅନୁମତି ପାକିସ୍ତାନ ଅନୁମତି ମାଗିଥିଲା । ତେବେ…

ବିଧାନସଭାରେ ପେଟ୍ରୋଲ ତାତି

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଆଜି ବିଧାନସଭାର ଅଧିବେଶନ ଅତ୍ୟନ୍ତ ସରଗରମ ହୋଇପଡିଥିଲା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଥିବା ଆଲୋଚନାର ଉତର ଦେଇ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରି କହିଛନ୍ତ୍ି ଯେ, କେନ୍ଦ୍ର…

ବିଶ୍ୱ ମାତୃଭାଷା ଦିବସ ପାଳିତ

ଯାଜପୁର : ମାତୃଭାଷାର ଉନ୍ନତି ହିଁ କୌଣସି ଜାତି ପାଇଁ ଏକ ବିଶେଷ ଅବଦାନ ଓ ଗୁରୁତ୍ୱ ବହନ କରିଥାଏ । କାରଣ ପୃଥିବୀ ପୃଷ୍ଠରୁ ଅନେକ ଭାଷା ବ୍ୟବହାର ଓ ସୁରକ୍ଷା ଅଭାବରୁ ଉଭେଇ ଗଲାଣି । ତେଣୁ ନିଜ ନିଜ ମାତୃଭାଷାର ସୁରକ୍ଷା ଓ ବ୍ୟାପକ ବ୍ୟବହାର ପାଇଁ ପ୍ରତ୍ୟେକ ଉଦ୍ୟମ କରିବାକୁ ବକ୍ତାମାନେ…

ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ

ସୁନ୍ଦରଗଡ଼: ୨୨ ଫେବ୍ରୁଆରି ୨୦୨୧: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ “ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଏମସିଏଚ୍ କୋଠାରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି ।…

ବିହାରର କଟିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୬ମୃତ, ୩ ଆହତ

କଟିହାର : ବିହାରର କଟିହାରରେ କୁସ୍ରେଲା ଥାନା ଅନ୍ତର୍ଗତ ୩୧ ନମ୍ବର ରାଷ୍ଟ୍ରୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଟ୍ରକ ଓ ସ୍କ୍ରପିଓ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକମାନେ…

ଓଡିଶା ସୀମାରେ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର

ଗୁଣୁପୁର: ପୁଣି ସୀମା ଲଂଘିଲା ଆନ୍ଧ୍ର। ଓଡ଼ିଶାର ସୀମାନ୍ତବର୍ତ୍ତି ତଥା ଦୁର୍ଗମ ଗିରି କନ୍ଦର ଅଞ୍ଚଳ ଏବେ ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ। ପ୍ରଥମେ କୋରାପୁଟ ଜିଲ୍ଲା କୋଟିଆ, ପରେ ଗଞ୍ଜାମ, ଗଜପତି ଆଉ ଏବେ ରାୟଗଡା ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ କବଜା କରିବା ଲକ୍ଷ୍ୟରେ ଆନ୍ଧ୍ର ସରକାର। ରାୟଗଡା…