ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଏ ଦିଗରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ହେବ। ନବମରୁ ଦ୍ୱାଦଶ କ୍ଲାସ ଚାଲିଛି। ମାତ୍ର ପ୍ରଥମରୁ ଅଷ୍ଟମ କ୍ଲାସ ନେଇ ନିଷ୍ପତ୍ତି ହୋଇନି। ଅନ୍ୟ…

ରାସ୍ତା କଡରେ ଥିବା ଟ୍ୟାଙ୍କରକୁ ଧକ୍କା ଦେଲା କାର, ୬ ମୃତ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଲସୁଡିୟା ଥାନା ଅନ୍ତର୍ଗତ ତଲାବଲୀ ଚାନ୍ଦା ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଇନ୍ଧନ ଟ୍ୟାଙ୍କରକୁ ଧକ୍କା ଦେବାରୁ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ…

କର୍ଣ୍ଣାଟକର ଚିକାବଲାପୁର ପଥର ଖାଦାନରେ ବିସ୍ଫୋରଣ ; ୬ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିକାବଲାପୁର ଜିଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ ବିସ୍ଫୋରଣ ଘଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ଜଣାପଡ଼ିଛି। ଅନ୍ୟ କେତେକ ଏଥିରେ ଗୁରୁତର ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ,…

ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ମେଗା ଶୋ

ପିପିଲି: ପିପିଲି ଓ ଡେଲାଙ୍ଗ ବ୍ଲକ ସମେତ ପିପିଲି ଏନଏସିର ବିକାଶ ପାଇଁ ୬୭ କୋଟି ୬୮ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭର୍ଚୁଆଲ ସମାବେଶରେ ପିପିଲି ଓ ଡେଲାଙ୍ଗବାସୀଙ୍କ…

ଦେଶରେ ଆଉ ପଜିଟିଭ ୧୦,୫୮୪

ନୂଆଦିଲ୍ଲୀ : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଉଛି। ଦିନକରେ ଆଉ ୧୦,୫୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୦,୧୬,୪୩୪କୁ ବୃଦ୍ଧି ପାଇଛି। ୭୮ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…

ବିଧାନସଭା ସ୍ୱାଭାବିକ

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନରେ ଲଗାତାହର ହଟ୍ଟଗୋଳ ଓ ମୁଲତବୀ ପରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଉତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି କ୍ରମରେ କରୋନା ଲକ୍ଡାଉନ୍ ସମୟରେ ରାଜ୍ୟରେ କେତେ ଅପରାଧ ଘଟିଛି େ ସ ନେଇ ବିସ୍ତୃତ ତଥ୍ୟ…

କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ସାଧାରଣ ସ୍ୱତନ୍ତ୍ର କୃଷି ବଜେଟ୍ ଆଗତ କରିଛନ୍ତି । ଆଥିକ ବର୍ଷ ପାଇଁ ବଜେଟ୍ ମୋଟ୍ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରୁ ପ୍ରଶାସିନକ ବ୍ୟୟ ପାଇଁ ୮୫ ହଜାର…

ସାଢେ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ଦୁଇ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ସହର ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରିବାର ମୁଖ୍ୟ ମାଧ୍ୟମ ପାଲିଟିଛି । ପ୍ରତ୍ୟେକ ଦିନ ବିଭିନ୍ନ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି । ଗତ ଶନିବାର ଉତରପ୍ରଦେଶ ଚାଲାଣ ବେଳେ ନବରଙ୍ଗପୁର ପୋଲିସ ହାତରେ ଧରପଡିଥିଲା ଏକ ପଶ୍ଚିମବଙ୍ଗ ନମ୍ବର ଥିବା ଏକ…

୨ ବର୍ଷରେ ୧୭୪୪ କୋଟି ଜିଏସ୍ଟି ଠକେଇ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଜାଲି ସଂସ୍ଥା ଖୋଲି କାଗଜପତ୍ରରେ ବେପାର ଦେଖାଇ କୋଟିକୋଟି ଠଙ୍କା ଜିଏସ୍ଟି ବାବଦକୁ ଠକିନେବା ଅଭିଯୋଗ ବଢ଼ିବାରେ ଲାଗିଛି । ବର୍ଷ ବର୍ଷ ଧରି ଏଭଳି ଠକ ବେପାରୀମାନେ ସରକାରଙ୍କୁ ଚୁନ ଲଗାଇ ଚାଲିଛନ୍ତି । ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ…

ମୋଟେରା ପିଚ୍‌ ସ୍ପିନର ସହାୟକ ହେବ

ଅହମ୍ମଦାବାଦ :  ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୩ୟ ମ୍ୟାଚ୍‌ ଆସନ୍ତା ୨୪ରୁ ଦିବାରାତ୍ର ଭାବେ ନବନିର୍ମିତ ମୋଟେରା ଷ୍ଟାଡ଼ିୟମରେ ଖେଳାଯିବ।ଏହି ଟେଷ୍ଟ ମ୍ୟାଚ୍‌ ପାଇଁ ଯେଉଁ ପିଚ୍‌ ପ୍ରସ୍ତୁତ କରାଯାଇଛି…