କୋଭିଡ଼୍ ଟୀକା ନେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ
ପୁରୀ: ପୁରୀରେ କୋଭିଡ଼୍ ଟୀକା ନେବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି ଗୌଡ଼ବାଡ଼ ସାହିର ରଞ୍ଜିତ କୁମାର ରାଉତ(୫୬)।
ସୂଚନା ଅନୁସାରେ, ଗତକାଲି ଦିନ ୩ଟା ବେଳେ ସେ ଟୀକା ନେଇଥିଲେ। ଟୀକା ନେବାର କିଛି ଘଣ୍ଟା ପରେ ତାଙ୍କଠାରେ!-->!-->!-->…