ଶ୍ରୀଜୀଉଙ୍କ ଦର୍ଶନ କଲେ କଙ୍ଗନା ରାଣାୱତ
ହିନ୍ଦୀ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ସକାଳେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଗତ ରାତିରେ ସେ ପୁରୀରେ ପହଞ୍ଚିଥିଲେ। ଆଜି ସକାଳେ ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଛନ୍ତି। ସମୁଦ୍ରକୂଳ!-->…