ବିଶ୍ଵର ୧୦୦ ଉଦୀୟମାନ ନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟ

ନ୍ୟୁୟର୍କ: ଭବିଷ୍ୟତର ୧୦୦ ଉଦୀୟମାନ ନେତାଙ୍କ ତାଲିକା ଜାରି କରିଛି ‘ଟାଇମ୍‌’ ମାଗାଜିନ। ଏଥିରେ ଏକମାତ୍ର ଭାରତୀୟ ଭାବେ ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦଙ୍କ ନାମ ସ୍ଥାନ ପାଇଛି। ଏହା ସହିତ ବିଦେଶରେ ରହୁଥିବା ୫ ଭାରତୀୟ ବଂଶୋଦ୍ଭବଙ୍କ ନାମ ମଧ୍ୟ ତାଲିକାରେ ରହିଛି। ସେମାନଙ୍କ ମଧ୍ୟରେ…

ନୂଆ କୃଷି ଆଇନକୁ ବିରୋଧ; ଆଜି ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ଦେଶବ୍ୟାପୀ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ଦିଲ୍ଲୀକୁ ସଂଯୋଗ ହୋଇଥିବା ରେଳ ପଥଗୁଡ଼ିକୁ ୪ ଘଣ୍ଟା ପାଇଁ ଅବରୋଧ କରାଯାଇଛି। ଗୁରୁବାର କୃଷକ ସଂଗଠନଗୁଡ଼ିକ ପକ୍ଷରୁ…

ଉତ୍ତର-ପୂର୍ବାଞ୍ଚଳର ବିକାଶ ଏବଂ ଯୋଗାଯୋଗ ସୁବିଧା ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତର-ପୂର୍ବାଞ୍ଚଳର ବିକାଶ ଏବଂ ଯୋଗାଯୋଗ ସୁବିଧା ବୃଦ୍ଧି ସରକାରଙ୍କ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆସାମର ବିକାଶ ହେଉଛି କେନ୍ଦ୍ର ସରକାରଙ୍କ ପ୍ରାଥମିକତା ଏବଂ ସରକାର ଏହି ଦିଗରେ…

ଏପ୍ରିଲ ପହିଲାରୁ କଲ୍‍ ଦର ବୃଦ୍ଧି କରିବେ ଟେଲିକମ୍‍ କମ୍ପାନୀ

ନୂଆଦିଲ୍ଲୀ: ମୋବାଇଲରେ କଥାବର୍ତ୍ତା ଓ ଇଣ୍ଟରନେଟ୍‍ର ବ୍ୟବହାର ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଟେଲିକମ୍‍ କମ୍ପାନୀ ଏପ୍ରିଲ୍‍ ୧ ତାରିଖରୁ ଦର ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଇନଭେଷ୍ଟମେଣ୍ଟ ଇନଫରମେସନ ଆଣ୍ଡ କ୍ରେଡିଟ ରେଟିଙ୍ଗ ଏଜେନ୍ସି (ଆଇସିଆରଏ) ରିପୋର୍ଟ ଅନୁସାରେ,…

ସାମାନ୍ୟ ବଚସାରୁ ମାଆକୁ ହାଣି ହତ୍ୟା କଲା ମଦ୍ୟପ ପୁଅ

ବାଲେଶ୍ୱର: ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ମିରିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାଆକୁ ଖଣ୍ଡାରେ ହାଣି ହତ୍ୟା କରିଛି ପୁଅ। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଘରକୁ…

କନ୍ୟା ଯାତ୍ରୀ ଗାଡି ଓଲଟି ୩ ମୃତ ଘଟଣା, ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶ

ମୋହନା: ଗଜପତି ଜିଲା ଭା.ଉଦୟଗିରି ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାଗୁଡ଼ା ବୁଲାଣିରେ ଗତ ୧୧ ତାରିଖରେ ବରଘରକୁ କନ୍ୟାଯାତ୍ରୀ ଧରି ଯାଉଥିବା ଏକ ୪୦୭ ମିନିଟ୍ରକ (ନଂ- ଓଆର୦୨ କେ୫୮୬୫)ଓଲଟି ପଡିବାରୁ ଘଟଣାସ୍ଥଳରେ ଗାଡ଼ି ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଜାମଡ଼ିହ ଗ୍ରାମର ଜୟନ୍ତ…

ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧି ଦଳ

ଶ୍ରୀନଗର :  ବିଦେଶୀ ରାଷ୍ଟ୍ରଦୂତମାନଙ୍କର ଏକ ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀରକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ।ଏହି ପ୍ରତିନିଧି ଦଳ ୟୁରୋପ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ଆସିଛନ୍ତି । ସେନାବାହିନୀ ଓ ଜାମ୍ମୁକାଶ୍ମୀର ପୁଲିସ୍‍ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ କେନ୍ଦ୍ରଶାସିତ ଅଞ୍ଚଳର…

ଓଡିଶା ଖଣି ନିଗମର ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି।…

୧୯ ଜିଲା ଓ ଷ୍ଟେଟ ପୁଲରୁ ଆଉ ୬୩ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୯ ଜିଲା ଓ ଷ୍ଟେଟ ପୁଲରୁ ଆଉ ୬୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୯, ସ୍ଥାନୀୟ ୨୪। ମୋଟ ପଜିଟିଭ ୩,୩୬,୪୬୦କୁ ବୃଦ୍ଧି ପାଇଛି। ୩,୩୩,୭୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।…

ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବଜେଟ ଅଧିବେଶନ

ଭୁବନେଶ୍ୱର : ଆଜି ଠାରୁ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ । ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ଉପସ୍ଥିତ ଅଛନ୍ତି।ଏହାପରେ ବିଧାନସଭାରେ ରାଜ୍ୟପାଳ…