‘ସମଲେଈ’ ଯୋଜନାରେ ୨୦୦ କୋଟି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଐତିହ୍ୟ ବିକାଶ ଲାଗି ଷୋଡଶ ଶତାବ୍ଦୀରେ ନିର୍ମିତ ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ସମଲେଶ୍ବରୀ ମନ୍ଦିର ଅଞ୍ଚଳ ପରିଚାଳନା ଏବଂ ସ୍ଥାନୀୟ ଅର୍ଥନୀତି ପଦକ୍ଷେପ (ସମଲେଇ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ୨୦୨୧-୨୨ ଆର୍ଥିକ…

ଓକିଲ ଦମ୍ପତିଙ୍କୁ ବିଚ୍‌ ରାସ୍ତାରେ ହାଣି ଦେଲେ

ହାଇଦ୍ରାବାଦ: ତେଲେଙ୍ଗାନା ହାଇକୋର୍ଟର ଏକ ଓକିଲ ଦମ୍ପତିଙ୍କୁ ଗତକାଲି ବିଚ୍‌ ରାସ୍ତାରେ ଦିନ ଦ୍ୱିପ୍ରହରରେ କାର୍‌ରୁ ଟାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଦମ୍ପତି ହେଲେ   ଗଟୁ ବାମନ ରାଓ ଏବଂ ତାଙ୍କ ସ୍ତ୍ରୀ ପିଭି ନାଗମଣି ।  ତେଲେଙ୍ଗାନାର ମନ୍ଥାନି ଓ ପେଡାପଲ୍ଲି ଯିବା ବାଟରେ…

ଏଠି ଆତ୍ମାହୂତି କରନ୍ତୁ ନାହିଁ… ପୁଲିସ ଛାନିଆ

ଭୁବନେଶ୍ୱର : ବିଧାନସଭା ଆଗରେ ଗତକାଲି ଆତ୍ମଦାହ ଉଦ୍ୟମ ଓ ପୂର୍ବରୁ ଏଭଳି ଅନେକ ଘଟଣା ଘଟିବା ପରେ ଏହାକୁ ରୋକିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ବିଧାନସଭାକୁ…

ମୃତ୍ୟୁକୁ ମାତ୍‌ ଦେଲେ ମହିଳା

ନୂଆଦିଲ୍ଳୀ: ଦ୍ରୁତ ଗତିରେ ଟ୍ରାକ୍‌ ଉପରେ ଗଡ଼ୁଥିଲା ଟ୍ରେନ୍‌। ଆଉ ତାହା ମଝିରେ ଫସି ରହିଥିଲେ ମହିଳା। ଟ୍ରେନ୍‌ର ଛାତି ଫଟା ଗର୍ଜନ ତଳୁ ପୁଣି ଥରେ ଜୀବନ ଫେରିପାଇବେ ବୋଲି ଆଶା ମଧ୍ୟ ହରାଇ ସାରିଥିଲେ। ହେଲେ ମରଣ ମୁହଁରୁ ଫେରି ଆସିଲେ ମହିଳା। ଟ୍ରେନ୍‌ର ଗର୍ଜନ ସତ୍ତ୍ୱେ ନିଶ୍ଚଳ ହୋଇ…

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୮୮୧ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୮୮୧ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତସଂଖ୍ୟା ୧୦.୯୫ ନିୟୁତ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୮୮୧…

ଶାବର ଶ୍ରୀ କ୍ଷେତ୍ରରେ ରଥକାଠ ଅନୁକୂଳ

କୋରାପୁଟ : ପବିତ୍ର ଶ୍ରୀ ପଚଂମୀ ତିଥିରେ ଶାବର ଶ୍ରୀ କ୍ଷେତ୍ରର ପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ତିନୋଟି ରଥ ପାଇଁ ପହଂଚିଥିବା କାଠକୁ ପୂଜାର୍ଚ୍ଚନା କରାଯାଇଛି । ୨୦୧୯ ମସିହାରେ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମ ଥର ପାଇଁ ତିନୋଟି ରଥରେ ଘୋଷଯାତ୍ରା ଆୟୋଜିତ ହୋଇଥିଲା । ଏହାପରେ ପ୍ରତିବର୍ଷ…

ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ଖଣ୍ଡିକନପା

ବୌଦ୍ଧ : ବଣ ପାହାଡ ଘେରା ବୌଦ୍ଧ ଜିଲ୍ଲାରେ ଭରିରହିଛି ଝରଣା,ନଦ ନଦୀ ,ପାହଡ ଓ ଜଳାଶୟ ଭଳି ଅନେକ ମନୋରମ ସ୍ଥାନ ।ଏହି ସ୍ଥାନ ମାନଙ୍କ ମଧ୍ୟରେ ସଗଡା ପଞ୍ଚାୟତ ଖଣ୍ଡିକନପା ଗ୍ରାମ ।ଗ୍ରାମର ଚର୍ତୁପାଶ୍ୱର୍ରେ ସବୁଜ ବନାନୀ ଘେରି ରହିଥିବା ବେଳେ ଗାଁ ନିକଟରେ କୁଳୁକୁଳୁ ନାଦରେ ବହିଯାଇଛି…

ପର୍ଯ୍ୟଟନ ଅନୁକୂଳ ହେବ କୋଣାର୍କ

ଆମ ରାଜ୍ୟ ଓଡ଼ିଶାରେ କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଏହାର ଦଧିନଉତିକୁ ନେଇ ଶହ ଶହ ବର୍ଷବ୍ୟାପି ଗଡି ଆସୁଥିବା ଲୋକକଥାରୁ ଏହା ସମସ୍ତେ ଜାଣନ୍ତି ଯେ, ଯେତେବେଳେ କୋଣାର୍କ ମନ୍ଦିର ନିର୍ମାଣ୍ଣକାର୍ଯ୍ୟ ସରିବା ଉପରେ ଥିଲା, ଠିକ୍ ସେତିକି ବେଳେ ଏହାକୁ ତିଆରି କରୁଥିବା ୧୨ ଶହ ଶିଳ୍ପୀ…

ଶାନ୍ତନୁଙ୍କୁ ଜାମିନ; ନିକିତାଙ୍କ ରାୟ ଆଜି

ମୁମ୍ବଇ: ଟୁଲକିଟ୍ ମାମଲାରେ ଅଭିଯୁକ୍ତ ପୁଣେସ୍ଥିତ ଇଞ୍ଜିନିୟର ତଥା ସାମାଜିକ କର୍ମୀ ଶାନ୍ତନୁ ମୁଲୁକଙ୍କୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ପୀଠ ସାମୟିକ ଜାମିନ ପ୍ରଦାନ କରିଛନ୍ତି। ଶାନ୍ତନୁଙ୍କୁ ୧୦ଦିନ ପାଇଁ ଜାମିନ ପ୍ରଦାନ କରାଯାଇଛି। ଏହି ଟୁଲକିଟ୍‌ ମାମଲାରେ ଅନ୍ୟତମ ଅଭିଯୁକ୍ତ…

ସ୍ବାଧୀନ ଭାରତରେ ପ୍ରଥମ କରି ଏହି ମହିଳାଙ୍କୁ ଦିଆଯିବ ଫାଶୀ

ଦେଶ ସ୍ବାଧୀନ ହେବା ପରଠାରୁ ଅନେକ ଅପରାଧୀଙ୍କୁ ଫାଶୀ ଦିଆଯାଇଛି। କିନ୍ତୁ ପ୍ରଥମ ଥର ଲାଗି ସ୍ବାଧୀନ ଭାରତରେ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏହି ମହିଳା ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ଅମରୋହା ଜିଲାର ଶବନମ। କେବଳ ସେ ନୁହନ୍ତି, ତାଙ୍କ ପ୍ରେମିକ ସଲିମକୁ ବି ତାଙ୍କ ସହିତ ଫାଶୀ ଖୁଣ୍ଟରେ…