ସୁଆର ସେବକଙ୍କ ମାଡରେ ଯାତ୍ରୀ ସହାୟକ ଆହତ
ପୂରୀ : ସୁଆର ସେବକଙ୍କ ମାଡରେ ଯାତ୍ରୀ ସହାୟକ ଆହତ ହୋଇଥିବାବେଳେ ସିଂହଦ୍ୱାର ଥାନାରେ ସେବକ ଅଟକ ରଖାଯାଇଛି। ଆହତ ଯାତ୍ରୀ ସହାୟକ ଦାମୋଦର ଗୋଛିକାର ଚିକିତ୍ସା ପାଇଁ ଜିଲା ସଦର ହସ୍ପିଟାଲ୍ରେ ଭର୍ତି ହୋଇଛନ୍ତି। ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ!-->…