ବ୍ରୁନେଇ ସୁଲତାନଙ୍କ ସଉକ୍: ୭ ହଜାର ବିଳାସପୂର୍ଣ୍ଣ କାର୍, ସୁନାର ପ୍ରାସାଦ ଓ ବିମାନ
ବନ୍ଦର ସେରି ବେଗୱାନ: ବିଶ୍ବର ବହୁ ରାଷ୍ଟ୍ରରେ ରାଜାଶାସନର ଅନ୍ତ ଘଟିଥିଲେ ମଧ୍ୟ ଦକ୍ଷିଣ-ପଶ୍ଚିମ ଏସୀୟ ରାଷ୍ଟ୍ର ବ୍ରୁନେଇେର ଏହା ବଳବତ୍ତର ରହିଛି। ଏହି ଦେଶର ଶାସକ ହେଉଛନ୍ତି ସୁଲତାନ ହାସନଲ ବୋଲ୍କିୟା। ସେ ବିଶ୍ବର ଅନ୍ୟତମ ବିତ୍ତଶାଳୀ ଶାସକ ଭାବେ ପରିଚିତ। ୧୯୮୦ରେ ସେ ବିଶ୍ବର!-->…