ଏଣିକି ସବୁ କେନ୍ଦ୍ର ସରକାରୀ କର୍ମଚାରୀ ଅଫିସ୍ ଆସିବେ
ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଯୋଗୁଁ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଅଫିସ୍ ଆସିବା ଉପରେ ଯାରୀ ହୋଇଥିବା କଟକଣାକୁ ସରକାର ଉଠାଇ ନେଇଛନ୍ତି । ଫଳରେ ଏଣିକି କାର୍ଯ୍ୟ ଦିବସମାନଙ୍କରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଅଫିସ୍ ଆସିବେ ବୋଲି କର୍ମଚାରୀ ମନ୍ତ୍ରାଳୟ ଏକ!-->…