ଦାଦାବଟି ଆଦାୟ ଅଭିଯୋଗରେ ୧୮ ଅପରାଧି ଗିରଫ

ପୁରୀ: ପୁରୀ ଜିଲ୍ଲା ସମ୍ମେତ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ଓ ସହରକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ୍ ପକ୍ଷରୁ ଏବେ “ଜିରୋ ଟଲେରାନ୍ସ ଟୁ କ୍ରାଇମ୍ ଆଣ୍ଡ ଆକ୍ଟିଭିଟିଜ୍” କାର୍ଯ୍ୟକ୍ରମ ଅଧିକ କଡ଼ାକଡ଼ି ଓ ଜୋରଦାର କରାଯାଇଛି । ଜିଲ୍ଲା ଏସ୍ପି ଡକ୍ଟର କନ୍ୱର ବିଶାଲ ସିଂହଙ୍କ…

୧୭ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଶୀତ ଉଭାନ୍ ହୋଇଯାଇଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଆସନ୍ତା ଫେବୃଆରୀ ୧୭ ତାରିଖ ବେଳକୁ ପାଗରେ ପରିବର୍ତନ ଘଟି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବା…

ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ

ଭୁବନେଶ୍ୱର : ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ ହେବା ଫଳରେ ଚାଷୀମାନେ ନିଜ ଆୟକୁ ବୃଦ୍ଧି କରିବା ସହ ଗ୍ରାମାଂଚଳରେ ରୋଜଗାର ମଧ୍ୟ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କ୍ରମେ ଲକ୍ଷ୍ୟ ରଖାଯାଇଥିବା ଦେଶରେ ପ୍ରଦୂଷଣର ମାତ୍ରାକୁ ହ୍ରାସ କରାଯାଇପାରିବ ବୋଲି…

୧୯ ଜିଲାରୁ ୭୩ ନୂଆ ସଂକ୍ରମିିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଳିଥିବା ସୂଚନା ମୁତାବକ, ୧୯ଟି ଜିଲାରୁ ମୋଟ୍‍ ୭୩ ଜଣ ସଂକ୍ରମିିତ ଚିହ୍ନଟ…

ଟିକାକରଣ ପରେ ଦେଶରେ ୨୭ ଜଣଙ୍କ ମୃତ୍ୟୁ, ୨୧ ସୁସ୍ଥ

ଦେଶରେ ଆଜି ସକାଳ ସୁଦ୍ଧା ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ ଟିକାକରଣ କରାଯାଇଥିବା ବେଳେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୦ ପ୍ରତିଶତ ଟିକାକରଣ ହୋଇଥିବା ଜଣାପଡିଛି। ଇତି ମଧ୍ୟରେ କୋଭିଡ ଟିକା ଦିଆଯିବା ପରେ ପାର୍ଶ୍ୱ…

ଏଣିକି ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା

ଭୁବନେଶ୍ବର : ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ପାଠପଢ଼ା ନେଇ ପଦକ୍ଷେପ ନିଆଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପିଲାଙ୍କ ମଧ୍ୟରେ ଇଂରାଜୀ କଥୋପକଥନ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି…

ପୁଲ୍‌ଓ୍ଵାମା ଆକ୍ରମଣର ୨ୟ ବାର୍ଷିକୀରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଆକ୍ରମଣ ଘଟଣାର ଦ୍ୱିତୀୟ ବାର୍ଷିକୀ ଅବସରରେ ସହିଦ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ବଳର (ସିଆର୍‌ପିଏଫ୍‌) ଯବାନମାନଙ୍କ ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀ ଓ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟୁଇଟ୍‌…

ମୋଦୀଙ୍କ ଦିନିକିଆ ତାମିଲନାଡୁ ଓ କେରଳ ଗସ୍ତ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ଓ କେରଳକୁ ଦିନିକିଆ ଗସ୍ତରେ ଯାଉଛନ୍ତି। ସେ ଉଭୟ ରାଜ୍ୟରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ କରିବେ। ଶ୍ରୀ ମୋଦୀ ୩ହଜାର ୭୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନ୍ନଇ ମେଟ୍ରୋ ରେଳ ପ୍ରକଳ୍ପର…

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୩ ମୃତ, ୪ ଗୁରୁତର

କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲା ସ୍ଥିତ ମଦାରପୁର ଗାଁ ନିକଟରେ ରବିବାର ଏକ ବସ୍‍ ଓ ଟ୍ରକ୍‍ ମଧ୍ୟରେ ଧକ୍କା ହେବା ଫଳରେ ୮ ମହିଳା ଓ ଜଣେ ଶିଶୁ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ପୁଲିସର…

୨୯ ଦିନରେ ୮୨ ଲକ୍ଷ ୬୩ ହଜାର ୮୫୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶରେ ଏପର୍ଯ୍ୟନ୍ତ ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି। ଟିକାକରଣ ଘୋଷଣା ହେବାର ମାତ୍ର ୨୯ ଦିନ ମଧ୍ୟରେ ଏହି ୧ ଲକ୍ଷ ୬୯ ହଜାର ୨୧୫ଟି ସେସନରେ ଟିକାକରଣ…