ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କୁ ପୁଣି ମିଳିଛି କାଳିଆ ଟଙ୍କା । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।…

ଠିକ୍ ସମୟରେ ଜାମ୍ମୁକାଶ୍ମୀରକୁ ମିଳିବ ରାଜ୍ୟମାନ୍ୟତା : ଶାହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି । ବିଲ୍ ପାରିତ ପୂର୍ବରୁ ଜମ୍ମୁ-କାଶ୍ମୀର ବିଷୟରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ । ଧାରା ୩୭୦ ହଟାଇବା ପରେ ରାଜ୍ୟର ଅବସ୍ଥା ଉପରେ ପ୍ରଶ୍ନ କରାଯିବା…

ଲେଖକ ଅଭୟ ସିଂଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ସଚିତ୍ରବିଜୟାର ସମ୍ପାଦକ ଅଭୟ ସିଂହଙ୍କର ଆଜି ପରଲୋକ ହୋଇଯାଇଛି । ଗତ କିଛି ବର୍ଷ ଧରି ସେ ଭୁବନେଶ୍ୱରର ଏକ ଜରାଶ୍ରମରେ ରହୁଥିଲେ ଏବଂ ବିଭିନ୍ନ ରୋଗରେ ପୀଡିତ ଥିଲେ । ଜଣେ ସ୍ପଷ୍ଟବାଦୀ ତଥା ସ୍ୱାଧୀନ ଚେତା ବ୍ୟକ୍ତିତ୍ୱ ଭାବେ ପରିଚିତ…

ଜଳିଗଲା ବସ୍ : ଯାତ୍ରୀ ନିରାପଦ

ରାୟଗଡା: ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ଜଳି ଯାିଛି ଯାତ୍ରୀବାହୀ ବସ । ରାୟଗଡା-କୋରାପୁଟ ରାସ୍ତାର ସିରିକଣା ତାରିଣୀ ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ନିଆଁ ଲାଗି ବସଟି ଜଳି ଯାଇଥିବା ବେଳେ ସୌଭାବଶତଃ ବର୍ତି ଯାଇଛନ୍ତି ୫୦ରୁ ଉଦ୍ଧ୍ୱର୍ ଯାତ୍ରୀ । ନବରଙ୍ଗପୁର…

ବାଣ କାରଖାନାରେ ଅଗ୍ନିକାଣ୍ଡ ; ୧୬ମୃତ

ଚେନ୍ନଇ : ତାମିଲନାଡୁର ସତ୍ତୁର ଜିଲା ଅନ୍ତର୍ଗତ ବିରୁଧୁନଗରଠାରେ ଶୁକ୍ରବାର ଏକ ଘରୋଇ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୬ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୩୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ଆହତମାନଙ୍କୁ…

ରାମ ମନ୍ଦିର ପାଇଁ ଦାନରେ ମିଳିଲାଣି ୧୫୦୦ କୋଟିରୁ ଅଧିକ

ଲକ୍ଷ୍ନୌ: ଜୋରସୋରେ ଆଗେଇ ଚାଲିଛି ଅଯୋଧ୍ୟାରେ ତିଆରି ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କାମ। ବର୍ତ୍ତମାନ ଯାଏଁ ୧୫୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇସାରିଲାଣି। ରାମ ମନ୍ଦିର ନିର୍ମାଣ ପାଇଁ ତିଆରି ହୋଇଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ…

ପେଟ୍ରୋଲ ପକାଇ ଟଙ୍କା ଲୁଟୁଥିଲେ, ଧରା ପଡ଼ିଗଲେ

ଯାଜପୁର : ପେଟ୍ରୋଲ ପମ୍ପରେ ତେଲ ପକାଇଲେ। ଏହାପରେ ଟଙ୍କା ନ ଦେଇ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଉଦ୍ୟମ କଲେ। ଶେଷରେ ପୁଲିସ୍‌ ପହଞ୍ଚି କାବୁ କରି ୨ ଜଣଙ୍କୁ ଥାନାକୁ ନେଲା। ଏପରି ଘଟଣା ଗତ ରାତିରେ ଯାଜପୁର ଜିଲ୍ଲା ବରୀ ଥାନା ପେଟ୍ରୋଲ ପମ୍ପରେ ଘଟିଛି। ଶୁକ୍ରବାର ରାତି ପ୍ରାୟ…

ଓଡ଼ିଶା ସୀମାନ୍ତ ଗାଁରେ ଆନ୍ଧ୍ର କରୁଛି ନିର୍ବାଚନ

ଭୁବନେଶ୍ୱର : ଆଜି ଓଡ଼ିଶାରେ ହେଉଛି ଆନ୍ଧ୍ର ଭୋଟ। କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ମାମଲା ସୁପ୍ରିମକୋର୍ଟରେ ବିଚରାଧୀନ ରହିଛି। ଏପରି ସ୍ଥିତିରେ ବିଜୟାନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ କିନ୍ତୁ ଆଜି…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଯିବେ ତାମିଲନାଡୁ ଓ କେରଳ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତାମିଲନାଡୁ ଓ କେରଳ ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଚେନ୍ନାଇଠାରେ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଏମକେ-୧ଏକୁ ସେନାକୁ ହସ୍ତାନ୍ତର କରିବେ। ଅପରାହ୍ନ…

୨୮ ଦିନରେ ୭୯ ଲକ୍ଷ ଟପିଲା ଦେଶରେ କୋଭିଡ ଟିକାକରଣ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶରେ ଏପର୍ଯ୍ୟନ୍ତ ୭୯ ଲକ୍ଷ ୬୭ ହଜାର ୬୪୭ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି। ଟିକାକରଣ ଘୋଷଣା ହେବାର ମାତ୍ର ୨୮ ଦିନ ମଧ୍ୟରେ ଏହି ଟିକାକରଣ କରାଯାଇଛି। ଗତକାଲି ଠାରୁ ଆଜି ସକାଳ…