ମାର୍ଚ୍ଚ ୮ ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ
ନୂଆଦିଲ୍ଲୀ : ରାଜ୍ୟସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ ହୋଇଛି। ଶୁକ୍ରବାର ରାଜ୍ୟସଭାକୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଦୁଇ ସପ୍ତାହ ଧରି ଚାଲିଥିବା ପ୍ରଥମ ପର୍ଯ୍ୟାୟ ଅଧିବେଶନ ୯୯ ପ୍ରତିଶତ ସଫଳ ରହିଥିବା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଛନ୍ତି। ଲୋକସଭାର!-->…