ଶସ୍ତା ହେଲା ମଦ, ପେଟ୍ରୋଲ ଓ ଡିଜେଲ ଦର

ଗୌହାଟୀ: ମହଙ୍ଗା ମାଡ଼ରେ ସାଧାରଣ ଲୋକ ଆଉଟ ପାଉଟ ହେଉଥିବା ବେଳେ ଆସାମବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଠାରେ ପେଟ୍ରୋଲ, ଡିଜେଲ ଓ ମଦ ଉପରେ ଲାଗୁ ହେଉଥିବା ଅତିରିକ୍ତ ଟିକସକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ…

ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ; ୧୧ମୃତ

ନୂଆଦିଲ୍ଲୀ: ତାମିଲନାଡୁର ବିରୁଦ୍ଧୁନଗରରେ ଶୁକ୍ରାବାର ଏକ ବାଣ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘରୋଇ କାରଖାନାଟି ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳରେ ରହିଛି।…

ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ବୀଭତ୍ସ ହତ୍ୟା

ପଡିଆ: ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଛି। ଏହି ଗାଁରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଲୋକକୁ ନିର୍ମମ ଭାବେ ହତ୍ୟା କରିଛି। ସୂଚନା ମୁତାବକ ମାରଡିମେଟଲା ଗ୍ରାମର…

ଉତ୍ତରାଖଣ୍ଡ ହିମସ୍ଖଳନ: ୧୬୮ ଶ୍ରମିକଙ୍କ ପତ୍ତା ମିଳୁନି

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାସ୍ଥିତ ତପୋବନଠାରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁଡ଼ଙ୍ଗ ମଧ୍ୟରେ ୨୫ରୁ ୩୫ ଜଣ ଲୋକ ଅଟକି ରହିଥିବାର ଆଶଙ୍କା କରାଯାଉଛି। ଇତି ମଧ୍ୟରେ ୩୬ଟି ମୃତଦେହ ଉଦ୍ଧାର କରାଯାଇଛି ଓ ୧୬୮ଜଣ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ। ତପୋବନର ଧଉଳି ଗଙ୍ଗା…

ରାଜ୍ୟରେ ୬୦ରେ ସୀମିତ ପଜିଟିଭ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ଦିନପରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ୬୦ରେ ସୀମିତ ରହିଛି। ଦିନକରେ ୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୩୫, ସ୍ଥାନୀୟ ୨୩। ମୋଟ ପଜିଟିଭ ୩,୩୬,୦୪୨ରେ ପହଞ୍ଚିଛି। ୩,୩୩,୨୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…

ହ୍ରାସ ପାଉଛି ସଂକ୍ରମଣ, ଦେଶରେ କରୋନା ଆରୋଗ୍ୟ ହାର ୯୭.୩୨%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୩୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୮ ଲକ୍ଷ ୮୦ ହଜାର ୬୦୩ରେ ପହଂଚିଛି। ସେହିପରି ୧୫ ହଜାର ୮୫୮ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୫…

ସନ୍ନି ଲିଓନଙ୍କ ଶୁଟିଂ ସେଟ୍‌କୁ ହଠାତ୍ ପଶି ଆସିଲେ ଗୁଣ୍ଡା

ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କ ଶୁଟିଂ ସେଟ୍‌କୁ ହଠାତ ପଶି ଆସିଲେ ଗୁଣ୍ଡା। ବିକ୍ରମ ଭଟ୍ଟଙ୍କ ଅପକମିଂ ୱେବସିରିଜ ‘ଅନାମିକା’ର ସେଟ୍‌ରେ ଜୋରଦାର ପାଟିତୁଣ୍ଡ ହୋଇଛି। କେବଳ ସେତିକି ନୁହେଁ ଝଗଡା ମଧ୍ୟ ହୋଇଛି। କିଛି ଦୁର୍ବୃତ୍ତ ଶୁଟିଂ ସେଟ୍‌କୁ ହଠାତ ପଶି ଆସି…

ଗଛରେ ପିଟି ହେଲା କାର୍‌

ମାଲକାନଗିରି : ଗଛରେ ପିଟି ହେଲା କାର। ଏତେ ଜୋରରେ କାର୍‌ଟି ଗଛରେ ପିଟି ହେଲା ଯେ ତା’ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଉ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାରେ। ମାଥିଲି ଥାନା ଅନ୍ତର୍ଗତ ଝୁଲନିବାହାଲ ଠାରେ ଏହି ଦୁର୍ଘଟଣା ଘଟିଛି। କାରଟି…

ରେଲୱେ ଟ୍ରାକ୍‌ରୁ ମିଳିଲା ପୂର୍ବତନ ମନ୍ତ୍ରୀଙ୍କ ପୁତୁରାଙ୍କ ମୃତଦେହ

ଲକ୍ଷ୍ନୌ: ରେଲୱେ ଟ୍ରାକ୍‌ରୁ ମିଳିଲା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ପୁତୁରାଙ୍କ ମୃତଦେହ। ଶୁକ୍ରବାର ସକାଳୁ ତାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ମୃତକ ହେଲେ ଜଗଦିଶ ପ୍ରଜାପତିଙ୍କ ପୁଅ ଶୁଭମ ପ୍ରଜାପତି। ତାଙ୍କ ବୟସ ୨୨ ବର୍ଷ। ଜିଆର୍‌ପି ପୁଲିସ…

ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ଦଳ ଘୋଷିତ

ଲଣ୍ଡନ :  ମାର୍ଚ୍ଚ ୧୨ରୁ ୨୦ ମଧ୍ୟରେ ଘରୋଇ ଭାରତ ବିପକ୍ଷରେ ଇଂଲଣ୍ଡ ଦଳ ୫ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ର ସିରିଜ୍‌ ଖେଳିବ। ମାର୍ଚ୍ଚ ୮ରେ ଅହମ୍ମଦାବାଦରେ ଉଭୟ ଦଳଙ୍କ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ​ଟେଷ୍ଟ ସିରିଜ୍‌ର ସମାପ୍ତି ପରେ ୫ ମ୍ୟାଚ୍‌ର ଟି-୨୦ ସିରିଜ୍ ଆରମ୍ଭ ହେବ। ପରେ ମାର୍ଚ୍ଚ…