ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲା ବିକ୍ରମପୁର ଥାନା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟରୁ ଫ୍ୟାନ ପୋଡ଼ିଯାଇ ଶ୍ୱାସରୁଦ୍ଧ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଆଜି…

ଗୁଗୁଲ୍‍ ମାନଚିତ୍ରରେ ସ୍ୱାଭିମାନ ଅଞ୍ଚଳର ୩ ଗାଁ ଆନ୍ଧ୍ରରେ

ମାଲକାନଗିରି : କୋରାପୁଟ କୋଟିଆକୁ ନେଇ ଆନ୍ଧ୍ର ଓଡିଶା ବିବାଦ ଥମି ନ ଥିବା ବେଳେ ଏବେ ଗୁଗୁଲ ମାନଚିତ୍ରରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ତିନୋଟି ଗ୍ରାମ ଆନ୍ଧ୍ରପ୍ରଦେଶରେ ରହିଥିବା ଦର୍ଶାଯାଇଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିନ ଚାଲିଥିବା ବେଲେ…

୨ୟ ଟେଷ୍ଟ ଜିତି ପ୍ରତିଶୋଧ ଲକ୍ଷ୍ୟ​ରେ ବିରାଟ ସେନା

ଚେନ୍ନଇ : ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ୍‌ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଅର୍ଦ୍ଧାଧିକ ପ୍ରମୁଖ ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ଟେଷ୍ଟ ସିରିଜ୍‌ ହରାଇଥିବା ଭାରତ ପ୍ରମୁଖ ଖେଳାଳିଙ୍କୁ ଫେରିପାଇବା ପରେ ମଧ୍ୟ ପରାସ୍ତହେବା ଅପ୍ରତ୍ୟାଶିତ…

ରୋକଠୋକ ଶୁଣାଇଲେ ରବିଶଙ୍କର, ନ ମାନିଲେ ଦେଶରୁ ବିଦା

ଗତ କିଛି ମାସ ହେବ ବିଶ୍ୱର ପ୍ରମୁଖ ଲୋକପ୍ରିୟ ସାମାଜିକ ଗଣମାଧ୍ୟମଗୁଡିକ ଯେଉଁଭଳି ଭାରତରେ ଦ୍ଵନ୍ଦ ସୃଷ୍ଟି କରିବା ସହ ତ୍ରୁଟିପୂର୍ଣ୍ଣ ସମ୍ୱାଦ ପରିବେଷଣ କରୁଛନ୍ତି, ସେ ନେଇ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତକାଲି ରାଜ୍ୟସଭାରେ ଏହି ପ୍ରସଙ୍ଗରେ ବିବୃତ୍ତି ଦେଇ…

ସଡକ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ରୀ ଆହତ

ପୁରୀ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇଶିପୁର ନିକଟବର୍ତ୍ତୀ ପୋଟଳ ଗ୍ରାମ୍ୟ ଛକ ଠାରେ ଶୁକ୍ରବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପୋଟଳ ଗ୍ରାମ୍ୟ ଛକ ଠାରେ ଏକ ଟାଟା ଏସି ଗାଡି ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଇଛି। ଏଥିରେ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି।  ଆହତ…

ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ‘ଉଦ୍ୟାନୋତ୍ସବ’ର ଶୁଭାରମ୍ଭ କରିବେ। ଆସନ୍ତାକାଲିଠାରୁ ମୋଗଲ ଉଦ୍ୟାନ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ। ସତର୍କତାମୂଳକ ପଦକ୍ଷେପ ଭାବରେ, ଚଳିତ ବର୍ଷ ୱାକ-ଇନ୍‍ ପ୍ରବେଶ ଉପଲବ୍ଧ ହେବ ନାହିଁ।…

ଲାଞ୍ଜିଗଡରେ ମାଓ ପୋଷ୍ଟର, ଟାରଗେଟରେ ଠିକାଦାର ଓ ରାଜନେତା

ଲାଞ୍ଜିଗଡ଼: ଦୀର୍ଘଦିନର ନିରବତା ପରେ ପୁଣି ଲାଞ୍ଜିଗଡରେ ଉପସ୍ଥିତି ଜାହିର କରିଛି ଲାଲବାହିନି। ପୁର୍ବରୁ ଲାଞ୍ଜିଗଡର ବିଭିନ୍ନ ଅଞ୍ଚଳରେ ଠିକାଦାର, କୁଜିନେତା ଓ ରାଜନେତାମାନଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନି ଦେଉଥିବା ବେଳେ ଆଜି ସକାଳୁ ଲାଞ୍ଜିଗଡ ଅଞ୍ଚଳରେ ପୁଣି ଏକ ମାଓ ପୋଷ୍ଟର…

କର୍ଲାପାଟରେ ୧୧ ଦିନରେ ଆଖି ବୁଜିଲେଣି ୩ ହାତୀ

କଳାହାଣ୍ଡି :  ବିପଦରେ ଗଜରାଜ। କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୧୧ଦିନରେ  ଆଖି ବୁଜିଲେଣି ୨ ହାତୀ। ପୂର୍ବରୁ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ମାଈ ହାତୀ ଆଖି ବୁଜିଛି। ଫଳରେ  ଏଡି ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।  ଏପରିକି ଏହି…

ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ

ଲିଙ୍ଗଗତ ସମାନତା ସରକାରଙ୍କର ମୁଖ୍ୟ ପ୍ରତିବଦ୍ଧତା : ରବିଶଙ୍କର ନୂଆଦିଲ୍ଲୀ: ଲିଙ୍ଗଗତ ସାମ୍ୟତା ହେଉଛି ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା ବୋଲି ଆଜି ରାଜ୍ୟସଭାରେ କେନ୍ଦ୍ର ଆଇନ୍ ଓ ନ୍ୟାୟ, ଯୋଗାଯୋଗ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ…

ଚୀନକୁ ଇଞ୍ଚେ ଜାଗା ଛାଡିବନି ଭାରତ

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୈନ୍ୟ ଅପସାରଣ ସଂକ୍ରାନ୍ତ ରିପୋର୍ଟ ଆସୁଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖର ସାମ୍ପ୍ରତିକ ପରିସ୍ଥିତି ଉପରେ ରାଜ୍ୟସଭାରେ ଏକ ବିବୃତି ଦେଇଛନ୍ତି । ଭାରତୀୟ ସୈନିକମାନଙ୍କୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ…