ଗୁରୁତ୍ୱପୂର୍ଣ୍ଣ ବୁଧବାର
କରୋନା ମହାମାରୀର ପ୍ରକୋପ କମିବା ସହିତ ଟିକାକରଣ ଜାରି ରହିବା ଏବଂ ରାଜ୍ୟରେ ପ୍ରାୟ ବର୍ଷାଧିକ ସମୟ ଅର୍ଥନୈତିକ କାର୍ଯ୍ୟକ୍ରମ ଓ ନିଯୁକ୍ତିି କ୍ଷେତ୍ର ସମ୍ପୂର୍ଣ୍ଣ ବ୍ୟାହତ ହେବା ପରେ କ୍ରମଶଃ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ପୂର୍ବବତ ଚଳଚଂଚଳ କରାଯିବା ଦୃଷ୍ଟିକୋଣରୁ ବିଚାର କଲେ, ଫେବୃୟାରୀ!-->…