ଚଳିତ ବର୍ଷ ଖଣ୍ଡଗିରି ମେଳା ବନ୍ଦ
ଭୁବନେଶ୍ୱର: ମାଘ ସପ୍ତମୀର ଆରମ୍ଭ ହେଉଥିବା ଖଣ୍ଡଗିରି କୁମ୍ଭ ମେଳା ଏ ବର୍ଷ ହେବନି । କେବଳ ପରମ୍ପରା ଅନୁଯାୟୀ ଜାଗମରାସ୍ଥିତ ନାଗା ମଠରୁ ପ୍ରଭୁ ଅନନ୍ତ କେଶରୀ ଉଦୟଗିରି ରାଣୀଗୁମ୍ଫାକୁ ବିଜେ କରିବେ । ମା’ ବାରଭୁଜାଙ୍କ ନିକଟରେ ପୂଜାର୍ଚ୍ଚନା ଓ ବିଶ୍ୱ ଶାନ୍ତି ମହାଯଜ୍ଞ ହେବ । ଏଥର!-->…