ପୁଅର ଆକ୍ରମଣରୁ ବର୍ତିଲା ବାପ, ପଡୋଶୀ ହେଲେ ଲହୁଲୁହାଣ

ରାଜନଗର: ସମ୍ପତି ପାଇଁ ଜନ୍ମକଲା ବାପକୁ ପୁଅ କଟୁରୀରେ ହାଣି ଦେବାକୁ ଉଦ୍ୟମ କରୁଥିବା ବେଳେ ବାପ କୌଶଳକ୍ରମେ ଖସି ଯାଇଥିବା ବେଳେ ବାପକୁ ସୁରକ୍ଷା ଦେବାକୁ ଯାଇ ପଡୋଶୀ ପୁଅର କଟୁରୀ ଚୋଟରେ ଲହୁଲୁହାଣ ହେବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜନଗର ଥାନା ଅନ୍ତର୍ଗତ…

ଶେଷ ହେଲା ଆଦିବାସୀ ମେଳା : କାରବାର ଅଢେ଼ଇ କୋଟି

ଭୁବନେଶ୍ୱର: ଭୁବନେଶ୍ୱରର ଏକ ନମ୍ବର ୟୁନିଟ୍, ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଗତ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ମଙ୍ଗଳବାର ସନ୍ଧ୍ୟାରେ ଉଦ୍ୟାପିତ ହୋଇଛି । ମହାମାରୀ କରୋନା ଜନିତ କଟକଣା ମଧ୍ୟରେ ୧୫ ଦିନ ଧରି ଚାଲିଥିବା ଏହି ମେଳାରେ ଜନସାଧାରଣଙ୍କ ସମାଗମ…

ଟ୍ବିଟରକୁ ଟକ୍କର ଦେଉଛି ‘କୁ’, ଆକାଉଣ୍ଟ ଖୋଲିଲେ କେନ୍ଦ୍ର ମନ୍ତ୍ରୀ

ଭାରତରେ ବିଦେଶୀ ସୋସିଆଲ ମିଡିଆ ଆପ୍‌ଗୁଡ଼ିକର ବିକଳ୍ପ ଖୋଜା ଦୀର୍ଘ ସମୟରୁ ଚାଲିଆସୁଛି। ଏବେ ବି ଏହା ଜାରି ରହିଛି। ମାଇକ୍ରୋବ୍ଲଗିଂ ସାଇଟ୍‌ର ବିକଳ୍ପ ଭାବେ ଗତବର୍ଷ tooter ନାମରେ ଏକ ୱେବସାଇଟ୍‌ ଲଞ୍ଚ ହୋଇଥିଲା। ଏବେ ‘koo’ ଆପ୍‌ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି। ସୋସିଆଲ ମିଡିଆ…

ଦିଲ୍ଲୀ ହିଂସା: ଆଉ ଜଣେ ଅଭିଯୁକ୍ତ ଇକବାଲ ସିଂହ ଗିରଫ

ଚଣ୍ଡୀଗଡ଼: ଦିଲ୍ଲୀ ହିଂସାର ଅନ୍ୟତମ ଅଭିଯୁକ୍ତ ଇକବାଲ ସିଂଙ୍କୁ ପଞ୍ଜାବର ହୋସିୟାରପୁରରୁ ଗିରଫ କରାଯାଇଛି। ସ୍ପେଶାଲ ସେଲ୍‌ ଟିମ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି। ଗତ ୨୬ ତାରିଖରେ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀର ଲାଲକିଲାରେ ଘଟିଥିବା ହିଂସାକାଣ୍ଡରେ ଇକବାଲଙ୍କ…

ସନ୍‌ ହସ୍ପିଟାଲ ସାମୟିକ ବନ୍ଦ

କଟକ: କଟକ ଜିଲା ତୁଳସୀପୁରରେ ସ୍ଥିତ ସନ୍ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ହସ୍ପିଟାଲକୁ ବନ୍ଦ କରାଯାଇଥିବା ସୂଚନା। ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ କଜ୍ ନୋଟିସ୍ ହୋଇଥିଲା। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ…

ନାଳକକୁ ପୁଣି କଟିଲା ୩୫ ହଜାର ଟଙ୍କାର ଫାଇନ

ରାଜ୍ୟରେ ଚାଲିଛି ଟ୍ରାଫିକ ଧରପଗଡ । କଡାକଡି କରାଯାଉଛି ଯାଂଚ । ଅମାନିଆ ଗାଡି ଚାଳକକୁ ପଡୁଛି ମୋଟା ଅଙ୍କର ଜରିମନା । ଏହି କ୍ରମରେ ନାବାଳକକୁ ଗାଡି ଚଳାଇବା ପାଇଁ ୩୫ ହଜାର ଟଙ୍କା ଫାଇନ କରାଯାଇଛି । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆାଟଣାରେ…

ଉତ୍ତରାଖଣ୍ଡ ହିମସ୍ଖଳନ ବିପର୍ଯ୍ୟୟ ପଛରେ ନିଖୋଜ ରେଡିଓଆକ୍ଟିଭ ଉପକରଣ

ଡେରାଡୁନ: ଉତ୍ତରାଖଣ୍ଡରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବିଭିନ୍ନ କାରଣ ଦର୍ଶାଯାଉଛି। ଏହି କ୍ରମରେ ରବିବାର ପ୍ରାକୃତିକ ବିପର୍ଯ୍ୟୟର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଚମେଲି ଜିଲାର ରେଣୀ ଗ୍ରାମର ବାସିନ୍ଦା ଭିନ୍ନ କାରଣ ଦର୍ଶାଇଛନ୍ତି। ଗାଁ ଲୋକେ କହିଛନ୍ତି ଯେ ରେଡିଓଆକ୍ଟିଭ…

ହ୍ବାଟସଆପକୁ ଟକ୍କର ଦେବ ସ୍ବେଦେଶୀ ଜ୍ଞାନକୌଶରେ ନିର୍ମିତ ‘ସନ୍ଦେଶ’

ନୂଆଦିଲ୍ଲୀ: ଭାରତ ସରକାର ଆତ୍ମନିର୍ଭର ଭାରତକୁ ଗୁରୁତ୍ବ ଦେଉଥିବା ବେଳେ ସ୍ବଦେଶୀ ଜିନିଷକୁ ପ୍ରୋତ୍ସାହିତ କରୁଛନ୍ତି । ହ୍ବାଟସଆପକୁ ଟକ୍କର ଦେବା ପାଇଁ କେନ୍ଦ୍ର ସରକାର ଏକ ମେସେଜିଂ ଆପ୍ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ତେବେ ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ। ପରେ…

ମୁମ୍ବଇର ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ; ୪ ଆହତ

ମୁମ୍ବଇ : ମୁମ୍ବଇର ଅନେ୍ଧରୀ ଅଞ୍ଚଳରେ ୟାରୀ ରୋଡ ନିକଟସ୍ଥ ଏକ ସିଲିଣ୍ଡର ଗୋଦାମରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ହୋଇ ଥିବା ନେଇ ବୁଧବାର ଖବର ମିଳିଛି। ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ…

ଡମ୍ବରଗାଡ ପର୍ଯ୍ୟଟନ ସ୍ଥଳି ପାଇଁ ପ୍ରଶାସନର ଉଦ୍ୟମ

ବୌଦ୍ଧ: ବୌଦ୍ଧଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିବା ବେଳେ ସେହିସବୁ ସ୍ଥାନ ଗୁଡିକର ବିକାଶ ଓ ଏହି ସବୁ ସ୍ଥାନମାନଙ୍କରେ ପର୍ଯ୍ୟଟକମାନଙ୍କର ସୁବିଧା ସୁଯୋଗର ଆବଶ୍ୟକତା ରହିଛି । ଏହି ସବୁ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ…