୧୧କେଭି ବିଦ୍ୟୁତ ତାର ଲାଗି ଲକ୍ଷାଧିକ ଟଙ୍କାର ଆଖୁ ଓ ଗୁଡ ନଷ୍ଟ
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏସ୍.ମାଳିଗୁଡା ର ଲାଇବାନ ଅମାନ୍ୟତ ଙ୍କ ଆଖୁ ଘଣାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗୁଡ,୧୪ହଜାର ଟଙ୍କା ଓ ଆଖୁ ପେଡା ମଟର ଆସି ପୋଟି ନଷ୍ଟ ହୋଇଯାଇଛି ।ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ଆଖୁ ଘଣା ପାଖରେ ୧୧କେଭି!-->…