ନିଆରା ବାହାଘର: ୬୦ ଫୁଟ ଗଭୀର ଜଳରେ ହେଲା ବାହାଘର

ଦେଶର ସବୁଠୁ ନିଆରା ବାହାଘରସାକ୍ଷୀ ରହିଲା ସମୁଦ୍ର୬୦ ଫୁଟ୍ ଗଭୀର ଜଳରେ ହେଲା ବାହାଘରପାଣି ଭିତରେ ୪୫ ମିନିଟ୍ ଏକାଠି ରହିଲେ ବର-କନ୍ୟା ଚେନ୍ନାଇ: ଶୁଭ ବିବାହ। ଏହି ଗୋଟିଏ ଶଦ୍ଦ ହିଁ ସବୁ କିଛି ବୁଝାଇଦିଏ। ସମସ୍ତେ ନିଜ ନିଜର ବିବାହକୁ କିଛି ଅଲଗା ଓ ସ୍ମରଣୀୟ କରିବା ଲାଗି ଚେଷ୍ଟା…

ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତ୍ୟୁ

କଟକ : କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତ୍ୟୁ ଘଟିଛି। ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟାଙ୍ଗୀ ଗୋବିନ୍ଦପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏହି ଦୁର୍ଘଟଣା କିପରି ହେଲା ସେ ନେଇ ପୁଲିସ କିମ୍ବା ପରିବାର…

ଦୁର୍ଦଶାରେ ମୁଣ୍ଡପୋତା କେଳା

ଗୋଡିପଡା: ଗଣ୍ଡେ ପଖାଳ ଭାତ ପାଇଁ ଗ୍ରୀଷ୍ମର ନିରାଟ ଝାଞ୍ଜିରେ ଗାଁ ଦାଣ୍ଡର ତତଲା ବାଲିରେ ମୁଣ୍ଡ ପୋତେ। ଖଜୁରି ପଟିର ଟୋପି ଉପରେ କୁକୁଡ଼ାର ରଙ୍ଗବେରଙ୍ଗର ପର, ହାତରେ ଚାଙ୍ଗୁବାଜା, ମୁହଁରେ ପାଉଡ଼ର ବଦଳରେ ପାଉଁଶ ଆଉ ବାଉଁଶ ବାଡ଼ିରେ ତିଆରି ଘୋଡ଼ା ଉପରେ ବସି ଅନକେ ତାମସା ଦେଖାନ୍ତି…

ସକାଳୁ ଉଠାଇବାର ଚାକିରି

ଆଜିର ସମୟରେ ସକାଳୁ ଉଠିବାକୁ ହେଉ କିମ୍ବା ଦିନର ଯେ କୌଣସି ସମୟରେ ନିଦ ଭାଙ୍ଗିବାକୁ ଆମ ପାଖେ ଯୁଗୋପଯୋଗୀ ସ୍ମାର୍ଟଫୋନ୍‌ଟେ ଅଛି। ବାସ୍..କେତୋଟି ସୁଇଚ୍ ଟିପିଲେ ନିଦଟି ଆମର ଭାଙ୍ଗିଯାଏ, ଏଇ ସ୍ମାର୍ଟଫୋନ୍ ଆସିବା ପୂର୍ବରୁ ଘରେଘରେ ଲୋକଙ୍କ ପାଖେ ଥିଲା ଆଲାର୍ମ ଘଣ୍ଟା। ରାତିରୁ ଚାବି…

ଆଇପିଏଲ୍‌ ଖେଳାଳି ନିଲାମରେ ଶ୍ରୀଶାନ୍ତଙ୍କ ସହ ୧୦୯୭ କ୍ରିକେଟର୍‌ଙ୍କ ନାମ ପଞ୍ଜୀକରଣ

ମୁମ୍ବଇ: ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଖେଳାଳି ନିଲାମ ଆସନ୍ତା ୧୮ରେ ଅନୁଷ୍ଠିତ ହେବ। ୨୦୨୧ ସଂସ୍କରଣ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ଏହି ଖେଳାଳି ନିଲାମ ନିମନ୍ତେ ମୋଟ୍‌ ୧୦୯୭ଜଣ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ…

କରୋନା ଟିକା ନେଲେ କଟକ ଡିଜିପି ଅଭୟ

ଭୁବନେଶ୍ବର : ରାଜ୍ୟରେ ଆଜିଠାରୁ କରୋନା ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାଦାନ କରାଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଟିକାଦାନ ପାଇଁ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାପାଳ, ଏସ୍‍.ପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ…

ଆଜି ୧୨ଟାରୁ ୩ଟା ‘ଚକାଜାମ୍‌’

ନୂଆଦିଲ୍ଳୀ: କୃଷି ଆଇନ୍‌ ବିରୋଧରେ ଦୀର୍ଘ ୬୯ଦିନ ଧରି ଆନ୍ଦୋଳନ ଚଳାଇଥିବା ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି‌, ୬ତାରିଖ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚକାଜାମ୍‌ ଆନ୍ଦୋଳନ ପାଇଁ ଦିଆଯାଇଥିବା ଆହ୍ବାନକୁ ସାମାନ୍ୟ କୋହଳ କରାଯାଇଛି। ଗୁରୁବାର ଏହି ଆାନ୍ଦୋଳନରୁ ଦିଲ୍ଲୀକୁ ବାଦ…

ଶୀତଳାପଲ୍ଲୀରେ ହେବନାହିଁ ୱାଗନ୍ କାରଖାନା : ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀଠାରେ ରେଳ ୱାଗନ କାରଖାନା ହେବାର କୌଣସି ପ୍ରସ୍ତାବ ନାହିଁବୋଲି ଆଜି ରାଜ୍ୟସଭାରେ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି । ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତର ଦେଇ ସେ କହିଛନ୍ତି, ୨୦୧୭ରୁ ପଡିରହିଥିବା ଭୁବନେଶ୍ୱର…

ରାଜ୍ୟରେ ୯୭ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ପୁଣି ୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୯ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜରାଯାଇଛି । ଆଜି ଅନୁଗୁଳ ଜିଲ୍ଲାରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨ଜଣ,…

କୋଟିଆ ହେବ ଆଦର୍ଶ ପଞ୍ଚାୟତ

ଭୁବନେଶ୍ୱର: କେରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଲାଗି ରହିଥିଲା ବେଳେ ‘କୋଟିଆ’କୁ ଆଦର୍ଶ ପଞ୍ଚାୟତରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ…