ନଳକୂପରୁ ବାହାରୁଛି ଫ୍ଲୋରାଇଡଯୁକ୍ତ ପାଣି

ବୌଦ୍ଧ: ବୌଦ୍ଧଜିଲ୍ଳାର ଅନେକ ଗ୍ରାମରେ ନଳକୂପ ଗୁଡିକରେ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବାନେଇ ଅଭିଯୋଗ ହୋଇଆସୁଅଛି । ଫ୍ଲୋରାଇଡଯୁକ୍ତ ପାଣିକୁ ପାନୀୟଜଳ ଭାବରେ ବ୍ୟବହାର ଯୋଗୁଁ ଜିଲ୍ଳାରେ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବାବେଳେ ଅନେକ ଲୋକ ମୃତୁ୍ୟର ଶୀକାର…

୪୮ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଆମ୍ବଝରୀ ପଂଚାୟତର ଡଙ୍ଗାଖୋଲ ଗ୍ରାମର ଆଭ୍ୟନ୍ତରୀଣ ଅଂଚଳ ମଧ୍ୟରେ ଥିବା ୧୬ ଏକର ଜଙ୍ଗଲ ଜମି ଉପରେ ଚଢାଉ କରାଯାଇ ୪୮ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି । ନଷ୍ଟ ଗଂଜେଇର ଆନୁମାନିକ ମୂଲ୍ୟ ୪ କୋଟି ୮୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି ।…

ଶବ ସଂସ୍କାର ସମୟରେ ନିଆଁ ଲାଗି ଦୁଇ ଆହତ

ବାଲିକୁଦା: ଶବ ସଂସ୍କାର କରିବାକୁ ଯାଇ ଦୁଇ ଜଣ ନିଆଁରେ ପୋଡି ହୋଇ ଆହତ ହୋଇଥିବା ଜଣା ପଡିଛି । ତେବେ ଆହତ ଦୁହିଁଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ବାଲିକୁଦା ଥାନା ବୋରିକିନା ପଞ୍ଚାୟତ ବୋରିକିନା…

କଂଗ୍ରେସ ପକ୍ଷରୁ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ରାଜଭବନ ଛକ ସ୍ଥିତ ମଧୁସୂଦନ ଦାସଙ୍କ…

ମଣ୍ଡିରେ ଧାନ ଉଠୁନି ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ରାୟଗଡା: ରାଇଘର ମଣ୍ଡି ସମସ୍ୟା ଜିଲ୍ଲାର ଏକ ବଡ ସମସ୍ୟା ହୋଇ ଥିବା ବେଳେ ସମସ୍ୟାର ସମାଧାନନ ହେଲେ ଆଗକୁ ମଣ୍ଡି ଆନେ୍ଦାଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ସାମ୍ବାଦିକ ସମ୍ବିଳନୀ କରି କହିଥିବା ବେଳେ ରାଇଘର ବ୍ଲକରେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି । ଟାର୍ଗେଟ ଆସି ନ ଥିବାରୁ…

ବିନା ଅଧିକାରୀ ରେ ଚାଲିଛି ଦୁଇଟି ଫାଣ୍ଡି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ୨ଟି ଫାଣ୍ଡି ବିନା ଅଧିକାରୀରେ ଚାଲିଥିବା ଜଣାପଡିଛି । ୨ଟି ଫାଣ୍ଡିରେ କୈାଣସି ଅଧିକାରୀ ନଥିବାରୁ ଦୁରଦୁରାନ୍ତର ଲୋକଙ୍କୁ କୈାଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଥାନା ଉପରେ ନିର୍ଭର…

ବାଙ୍ଗିରିପୋଷିରେ ଦୁର୍ଘଟଣା – ୨ ମୃତ, ଜଣେ ଗୁରୁତର

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଉପରେ ଥିବା ଦ୍ୱାରଶୁଣି ଘାଟିରୁ ଉଠୁଥିବା ଏକ ଲୁହା କଣ୍ଟା ବୋଝେଇ ମିନିଟ୍ରକକୁ…

ନିୟନ୍ତ୍ରଣ ବାହାରେ ମହାପ୍ରସାଦ ଦର

ପୁରୀ: ମହାପ୍ରସାଦ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ସୁଯୋଗ ନେଇ କେତେକ ସୁଆର ମହାସୁଆର ସେବକ ମନଇଚ୍ଛା ଦର ବୃଦ୍ଧିକରି ଚାଲିଛନ୍ତି। ମହାପ୍ରସାଦ ଦର ପ୍ରାୟ ୩ଗୁଣ ବୃଦ୍ଧି ପାଇଥିବା ଅଭିଯୋଗ ​‌େହାଇଛି। ଏଥିଯୋଗୁଁ ସହରବାସୀଙ୍କ ସମେତ ପର୍ଯ୍ୟଟକ ଓ…

କୃଷକଙ୍କୁ ସମର୍ଥନ ବଢ଼ୁଛି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ଆନ୍ତର୍ଜାତିକ ସ୍ବୀକୃତି ମିଳିବା ପରେ ଏହା ଅଧିକ ବ୍ୟାପକ ହେବାରେ ଲାଗିଛି। ଭାରତରେ ଚଳଚ୍ଚିତ୍ର ଶିଳ୍ପ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ କ୍ରୀଡ଼ାବିତ୍‌ମାନେ କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ,…

ପାକିସ୍ତାନ ଉପରେ ଇରାନ୍‌ର ସର୍ଜିକାଲ୍‌ ଷ୍ଟ୍ରାଇକ୍‌

ତେହରାନ: ଆମେରିକା ଓ ଭାରତ ପରେ ପାକିସ୍ତାନ ଉପ​‌ରେ ସର୍ଜିକାଲ୍‌ ଷ୍ଟ୍ରାଇକ୍ କରିଛି ଇରାନ। ବୁଧବାର ପାକିସ୍ତାନ ସୀମା ଅତିକ୍ରମ କରି ଇରାନ ସେନା ‘ରିଭୋଲୁସ୍‌ନାରୀ ଗାର୍ଡ’ ବହୁ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହ ନିଜର ଦୁଇ ସୈନିକଙ୍କୁ ମୁକ୍ତ କରିନେଇଛି। ଇରାନ ସେନାର ମୁକାବିଲା ପାଇଁ…