ଜଳିଗଲା ୧୦ ବଖରା

ଭଦ୍ରକ : ଭଦ୍ରକ ଜିଲା କଳେଇ ପଞ୍ଚାୟତ ବଳଜିତପଡା ଗାଁରେ ଅଗ୍ନିକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ପୋଡି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ…

ମୁଦ୍ରାନୀତି ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ମୁଦ୍ରାନୀତିର ପ୍ରମୁଖ ହାରକୁ ଅପରିବର୍ତ୍ତିତ ରଖିଛି। ପୂର୍ବ ଭଳି ରେପୋ ରେଟ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ରହିଛି, ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆଜି ଦ୍ୱି-ମାସିକ ମୁଦ୍ରାନୀତି ଘୋଷଣା…

ପୂଜାରାଙ୍କୁ ଶୀଘ୍ର ଆଉଟ୍‌ କରିବା ଆମ ପାଇଁ ବଡ଼ ଆହ୍ବାନ: ରୁଟ୍

ଚେନ୍ନଇ: ଚେତେଶ୍ବର ପୂଜାରା ଟେଷ୍ଟ କ୍ରିକେଟର ଜଣେ ପ୍ରତିଷ୍ଠିତ ଖେଳାଳି। ତାଙ୍କୁ ଆଉଟ୍‌ କରିବା ପ୍ରତିପକ୍ଷ ବୋଲରଙ୍କ ପାଇଁ ସବୁବେଳେ ଆହ୍ବାନ ହୋଇଥାଏ। ଚଳିତ ଟେଷ୍ଟ ସିରିଜ୍‌ରେ ପୂଜାରାଙ୍କୁ ଶୀଘ୍ର ଆଉଟ୍‌ କରିବା ଆମ ପାଇଁ ବଡ ଆହ୍ବାନ ବୋଲି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ କହିଛନ୍ତି।…

ପୁଣି ଜେଲ ଗଲା ରାକେଶ

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦିନକୁ ଦିନ ପୁଲିସ ଅଧିକ ତଥ୍ୟ ହାସଲ କରୁଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶକୁ କୋର୍ଟ ପୁଣି ଜେଲକୁ ପଠାଇ ଦେଇଛନ୍ତି। ଗତକାଲି ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟ ପୁଣି ରାକେଶଙ୍କୁ ଫେବୃଆରୀ ୧୨…

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୪୦୮ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୪୦୮ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୪୦୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୨୦ ମୃତ୍ୟୁ…

ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ୬୯୯୫.୫୮ କୋଟି ଟଙ୍କା ମିଳିଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ତୁଳନାରେ ଏହା ୬୦% ଅଧିକ । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଓଡିଶାକୁ ରେଳ ବଜେଟ୍ ୪୩୭୩ କୋଟି ଟଙ୍କା ମିଳିଥିଲା । ଏଥିମଧ୍ୟରୁ ରାଜ୍ୟରେ ନୂଆ ରେଳଲାଇନ୍ ୧୫୫୩.୬୦…

ସିଲିଣ୍ଡର ପିଛା ୨୫ ଟଙ୍କା ବଢିଲା ରନ୍ଧନ ଗ୍ୟାସ୍

ପେଟ୍ରୋଲ-ଡିଜେଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି ନୂଆଦିଲ୍ଲୀ: ବଜେଟ୍ ପରେ ଆଜି ଏଲପିଜି ସିଲିଣ୍ଡର, ପେଟ୍ରୋଲ ଦାମରେ ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲରେ ୩୫ ପଇସା ବୃଦ୍ଧି ଘଟିଛି । ସେହିପରି ଏଲପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢିଛି । ଇଣ୍ଡିଆନ୍ ଅଏଲ ମୁତାବକ, ଏଲପିଜି ସିିଲିଣ୍ଡର…

ଲାକ୍ରିଶ ଗ୍ରାମରେ ଅଘଟଣ : ପାଳ କୁଡିଆରେ ନିଆଲାଗି ୨ ଶିଶୁ ମୃତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନା ମୁତାବକ ଆଜି ଗ୍ରାମନିକଟରେ ଥିବା ପନିପରିବା ବାଡରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ ଯାଇଥିବା ସମୟରେ ହଟାତ ପଳ କୁଡିଆରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର…

ଶହୀଦମାନଙ୍କ ବଳିଦାନ ସର୍ବଦା ଅମର ହୋଇ ରହିଛି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚୌରୀ ଚୌରା ଘଟଣା କେବଳ ଏକ ଥାନା ଜଳାଇଦେବାର ଘଟଣା ନଥିଲା, ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ସାମୂହିକ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ଥିଲା। ଶ୍ରୀ ମୋଦୀ କହିଛନ୍ତି ଚୌରୀ ଚୌରାର ଶହୀଦମାନେ ଇତିହାସରେ ହୁଏତ କ୍ୱଚିତ ସ୍ଥାନ ପାଇପାରି ନଥାନ୍ତି,…

କ୍ୟାନ୍‌ସର ମୁକାବିଲା ପାଇଁ ତତ୍ପରତା, ୫ ବର୍ଷରେ ସ୍ବୟଂସମ୍ପୂର୍ଣ୍ଣ ହେବ ୧୧ ୟୁନିଟ୍‌

ଭୁବନେଶ୍ୱର: କ୍ୟାନ୍‌ସର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ୫ ବର୍ଷରେ ବିଭିନ୍ନ ଜିଲାରେ ୧୧ଟି କର୍କଟ କେନ୍ଦ୍ର ସମ୍ପ୍ରସାରିତ କରି ଏହାକୁ ସ୍ବୟଂସମ୍ପୂର୍ଣ୍ଣ କରାଯିବ। ଯେଉଁଠି ରୋଗୀଙ୍କୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ କରାଯିବ। ବିଶେଷ…