ମଣ୍ଡିରେ ପଡ଼ି ୬୦ ହଜାର ବସ୍ତା ଧାନ ନଷ୍ଟ
କୁଚିଣ୍ଡା : ଅଦିନିଆ ବର୍ଷା ଚାଷୀ ପାଇଁ କାଳ ହେଲା। କାରଣ ଭିଜି ଯାଇଥିବା ଧାନରୁ ଅଧେ ପଚିଯାଇଛି, ବାକି ଅଧକ ଗଜା ଧରିଲାଣି। ଏହିପରି ଭାବରେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ପ୍ରାୟ ୬୦ ହଜାର ବସ୍ତା ଧାନ ଅଦିନିଆ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି।କୁଚିଣ୍ଡା,ଜମନକିରା ଓ ବାମରା ବ୍ଲକର!-->…