ବିରାଟଙ୍କୁ କିଭଳି ଆଉଟ୍ କରିବ ଇଂଲଣ୍ଡ ଜାଣେନାହିଁ: ମୋଇନ୍
ଚେନ୍ନଇ: ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭ୍ରମଣକାରୀ ଦଳର ଅଲ୍ରାଉଣ୍ଡର ମୋଇନ୍ ଅଲୀ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ ମନ୍ତବ୍ୟ ରଖିଛନ୍ତି। ବିରାଟଙ୍କୁ ପ୍ରଶଂସା କରି ମୋଇନ୍ କହିଛନ୍ତି ଯେ ତାଙ୍କ ଦଳ ବିରାଟଙ୍କୁ କିଭଳି ଆଉଟ୍ କରିବ ତାହା ଜାଣେ!-->…