ବାଘ ମୃତ୍ୟୁ ନେଇ ୬ ଜଣ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ କଲାରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କ ମଧ୍ୟରୁ ୩ ଜଣ ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁର ଓ ଅନ୍ୟ ୩ ଜଣ ପଙ୍କଳ ସାହିର । ବାର୍ହା ଶିକାର ଓ ଫାଶ ପକାଇବା ଅଭିଯୋଗରେ ସମସ୍ତେ ଗିରଫ ହୋଇଛନ୍ତି । ଗତ ଶୁକ୍ରବାର…

ଶାସନ୍ଦାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ

ବିଂଝାରପୁର : ବିଂଝାରପୁର ନିର୍ବଚନ ମଣ୍ଡଳୀ ଅର୍ନ୍ତଗତ ଶାସନ୍ଦା ଗ୍ରାମରେ ଯୁବ ସମାଜସେବୀ ରମାକାନ୍ତ ଜେନାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଆଜକୁ କିଛି ବର୍ଷ ହେବ ଶାସନ୍ଦା ଗ୍ରାମରେ ବିିଭିନ୍ନ ସମୟରେ ସେ ଅନ୍ୟମାନଙ୍କୁ ସାହାଯ୍ୟ ସେବା କରିବା ସହିତ…

ସହୀଦନଗର ୟୁଥ୍ ଆସୋସିଏସନ୍ ପକ୍ଷରୁ ମେଗା ରକ୍ତଦାନ ଶିବିର

ଭୁବନେଶ୍ୱର: ଓଡିଶ ମୋ ପରିବାର ଜୀବନ ବିନ୍ଦୁ’ ବିଜୁ ଯୁବ ଛାତ୍ର ଜନତା ଦଳ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସହିଦନଗର ୟୁଥ୍ ଆସୋସିଏସନ୍ ଆଜି ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲା । ସ୍ଥାନୀୟ ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମଦନ ମୋହନ ପଣ୍ଡା,…

ବର୍ଷାରେ ଭିଜିିଲା ୯ ଲକ୍ଷ ଧାନ ବସ୍ତା : ମିଳୁନି ଟୋକନ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ କିଣା ବିକା ଗତ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିଲା । ୧୮୫ଟି କେନ୍ଦ୍ରରେ ଧାନ କିଣାବିକା ହେଉଥିଲା । ମାତ୍ର ଏବେ ଅଧିକାଂଶ ପ୍ୟାକ୍ସ ବନ୍ଦ ହେଇଗଲାଣି । ଧାନ କିଣାବିକାରେ ଚାଷୀ ଯେତେ ସଂକୃକ୍ତ ନୁହନ୍ତି, ତା’ଠୁ ଅଧିକ ସଂପୃକ୍ତ ଅଛନ୍ତି ଧାନ ବେପାରୀ ।…

ଜୟ ଶାହା ଏସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ

ନୂଆଦିଲ୍ଲୀ : ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଆଉ ଏକ ନୂତନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ସେ ଏସୀୟ କ୍ରିକେଟ ପରିଷଦ (ଏସିସି) ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ୩୬ ବର୍ଷ ବୟସ୍କ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ନାଜ୍‌ମୁଲ ହାସନ୍‌ ପାପୋନଙ୍କ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ରବିବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସ୍କୁଲ ବାରଣ୍ଡାରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିଛି। ଉକ୍ତ ବ୍ୟକ୍ତିଙ୍କୁ ହାତୀ ଦଳିଦେବାରୁ ତାଙ୍କ ଅବସ୍ଥାରେ ଗୁରୁତର ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ…

ଘରକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ୨ୟ ଥର ଆଞ୍ଜିଓପ୍ଲାଷ୍ଟି ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ଗତ ୨୭ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ କଲକାତାର…

ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରି ଏସଓଜି ଯବାନମାନେ ମାଓ ଦମନ ନେଇ ମାଡ଼କାପଦର ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି। ପ୍ରଥମେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ତେବେ ଏସଓଜି ଯବାନ ମାନେ ଏହାର ପାଲଟା ଜବାବ…

ଶିଶୁକନ୍ୟାର ଗଳା କାଟି ହତ୍ୟା ଉଦ୍ୟମ :ପୀଡ଼ିତା ସହ ହୋଇଥିଲା ଗଣଦୁଷ୍କର୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ୫ ବର୍ଷର ଶିଶୁକନ୍ୟାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁକନ୍ୟା ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି। ଶିଶୁକନ୍ୟା ଜଣକ ଏବେ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ…

ଫେବୃୟାରୀ ୧ରୁ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଗତବର୍ଷ ସାରା ଦେଶରେ ଲକଡାଉନ ଲାଗୁ ହେବା ସାଙ୍ଗକୁ ସତର୍କତା ଦୃଷ୍ଟିରୁ ଦେଶବ୍ୟାପୀ ସିନେମା ହଲ୍‌ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦେଶାବଳୀ ଜାରି କରାଯାଇଥିଲା। କରୋନା ସ୍ଥିତିରେ ସୁଧାର ଆସିବା ପରେ କିଛି ରାଜ୍ୟର ସରକାର ସିନେମା ହଲ୍‌ ଖୋଲିବା ଉପରେ…