ଦେଶରେ ଦିନକରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଳୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ଦେଶରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୭,୪୬,୧୮୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୨୭ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ସହ ମୋଟ…

ତ୍ରିରଙ୍ଗାର ଅପମାନ ଦେଖି ଦୁଃଖୀ ହେଲା ଦେଶ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲି ସମୟରେ ଚାଷୀମାନେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ସହିତ ଦିଲ୍ଲୀର ଲାଲକିଲାରେ ଚଢ଼ି ତ୍ରିରଙ୍ଗା ପତାକାକୁ ହଟାଇ ଧାର୍ମିକ ପତାକା ଉଡ଼ାଇଥିଲେ। ଏହାଫଳରେ ତ୍ରିରଙ୍ଗାକୁ ଯେଉଁଭଳି ଅପମାନିତ କରାଗଲା ସେଥିରେ ଦେଶ ଦୁଃଖୀ ହେଲା ବୋଲି…

୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୮, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୫,୦୭୨କୁ ବୃଦ୍ଧି ପାଇଛି। ୩,୩୧,୯୬୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୧୫୧…

ମନକି ବାତରେ ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନକି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଅନନ୍ୟ ପ୍ରତିଭା ପଟ୍ଟଚିତ୍ର ଶିଳ୍ପା ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ମିଳିବା ପରେ ଭାଗ୍ୟଶ୍ରୀଙ୍କ ଘରେ ଗଣମାଧ୍ୟମ ଓ ଶୁଭେଚ୍ଛାର ସୁଅ ଛୁଟିଛି । ଏ ନେଇ ଭାଗ୍ୟଶ୍ରୀଙ୍କ ଘରେ ଊତ୍ସବର…

ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଲ୍

ଖପ୍ରାଖୋଲ: ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ବିପିଏଲ୍ ଲାଇନର ବ୍ୟବସ୍ଥା କରିଛନ୍ତି । ମାତ୍ର କେତେକ ସ୍ଥାନରେ ବିଦୁ୍ୟତ ସଂଯୋଗ ହୋଇ ନଥିଲେ ମଧ୍ୟ ବିଦ୍ୟୁତ୍ ବିଲ ଆସୁଥିବା ନେଇ ଅଭିଯୋଗ ହୋଇଛି । ଖପ୍ରାଖୋଲ ଗ୍ରାମର ନେପାଲ ଗଡତ୍ୟାଙ୍ଗ ଘରକୁ…

ନିର୍ବନ୍ଧ ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା: ଜଣେ ଯୁବତୀ ତାଙ୍କ ବିବାହ ନିର୍ବନ୍ଧ ଭାଙ୍ଗିଯିବା କାରଣକୁ କେନ୍ଦ୍ର କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଏଭଳି ଏକ ଅଭାବନିୟ ଘଟଣା ବୁର୍ଲା ସହରରେ ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ମୃତ ଯୁବତୀ ଜଣକ ବୁର୍ଲା…

ନିର୍ବନ୍ଧ ଭାଙ୍ଗି ଯିବାରୁ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା: ଜଣେ ଯୁବତୀ ତାଙ୍କ ବିବାହ ନିର୍ବନ୍ଧ ଭାଙ୍ଗିଯିବା କାରଣକୁ କେନ୍ଦ୍ର କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଏଭଳି ଏକ ଅଭାବନିୟ ଘଟଣା ବୁର୍ଲା ସହରରେ ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ମୃତ ଯୁବତୀ ଜଣକ ବୁର୍ଲା…

କରୋନା ସଂକ୍ରମଣକୁ ବର୍ଷେ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଆଜି ୧ ବର୍ଷ ପୁରିଛି । ଗତ ବର୍ଷ ଜାନୁଆରୀ ୩୦ ତାରିଖ ଦିନ ଦେଶରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଚୀନ୍ର ଉହାନ୍ରୁ ଫେରିଥିବା କେରଳର ଜଣେ ଛାତ୍ରୀ କରୋନା ସଂକ୍ରମିତ ଥିବା ନମୁନା ପରୀକ୍ଷାରୁ ଜଣାପଡିôଥଲା ।…

ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଭଙ୍ଗାରୁଜା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର କେନ୍ଦ୍ରୀୟ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତିକୁ ଅଜ୍ଞାନ୍ତ ଦୁର୍ବୃତମାନେ ଭଙ୍ଗାରୁଜା କରିବା ସହ ବଇଠିରୁ (ବେସ୍) ଉଠାଇ ଦେଇଛନ୍ତି । ଆମେରିକାରେ ଗତକିଛି ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା । ଏହି…

ଖୋଲିପାରେ ସ୍କୁଲ, କଲେଜ

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଫେବ୍ରୃଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଫେବ୍ରୃଆରି ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ୍ । ନୂଆ ଗାଇଡଲାଇନ୍ ଅନୁସାରେ କଂଟେନ୍ମେଂଟ ଜୋନ୍ ଅଞ୍ଚଳରେ ଲକ୍ଡାଉନ୍ ଜାରି କରାଯାଇପାରିବ । ତେବେ…