ଲବଣ ସତ୍ୟାଗ୍ରହ ପୀଠରେ ଗାନ୍ଧୀଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି
ଜଗତସିଂହପୁର: ପବିତ୍ର ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ମହାପ୍ରଣାୟ ଦିବସ ଅବସରରେ ଆଜି ଲବଣ ସତ୍ୟାଗ୍ରହ ଉତ୍ସବ ସ୍ଥାନୀୟ ବାଲିଗୁଡା ସ୍ଥିତ ହଳଦୀ ମାଲପାକୁଦ ଓରଣ୍ଡା ଠାରେ ତାଙ୍କ ପ୍ରତି ମୁର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଗାନ୍ଧୀ ସ୍ମୃତି କିମିଟିର ସଭାପପତି ତଥା!-->…