ଆଗାମୀ କେନ୍ଦ୍ର ବଜେଟ: ତିନିଟି ଆହ୍ବାନ
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ ପାଇଁ ପ୍ରସ୍ତୁତ ହେଊଛନ୍ତି। ଏଥି ନିମନ୍ତେ, ନିର୍ଦ୍ଦିଷ୍ଟ କେତୋଟି ଅନୁଷ୍ଠାନ ସହିତ ବିଚାରବିମର୍ଶ ଜାରି ରଖିବା ସହିତ ଜନସାଧାରଣଙ୍କର ମତାମତ ମଧ୍ୟ ନେଇସାରିଛନ୍ତି। ଚଳିତ ବର୍ଷ ବଜେଟ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ। ମହାମାରୀ!-->…