ଦେଶରେ ଆଉ ପଜିଟିଭ ୧୩,୨୦୩ ; ମୃତ ୧୩୧

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଥିବା ଦେଖାଯାଉଛି। ଦିନକରେ ୧୩,୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୬,୬୭,୭୩୬କୁ ବୃଦ୍ଧି ପାଇଛି। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ୧୩୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା…

ସୀମାରେ ପୁଣି ମୁହାଁମୁହିଁ : ଭାରତୀୟ ସେନାର ଦୃଢ ଜବାବ, ପଛକୁ ହଟିଲା ଚୀନ ସେନା

ନୂଆଦିଲ୍ଲୀ : ସୀମାରେ ପୁଣି ମୁହାଁମୁହିଁ। ସିକିମର ନାକୁଲାରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଛନ୍ତି। ଚୀନ ଯବାନ ଅନୁପ୍ରବେଶ ଉଦ୍ୟମ ବେଳେ ଉତ୍ତର ସିକିମର ନାକୁଲାରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଭାରତୀୟ ସେନାର ଦୃଢ ଜବାବ ଯୋଗୁଁ ଚୀନ ସେନା ପଛକୁ ହଟି ଯାଇଛି। ଏଥିରେ ଚୀନର…

ଏଥର ବଦଳିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା : ଆସିବ ୫୦ ମାର୍କର ଅତି ସଂକ୍ଷିପ୍ତ ପ୍ରଶ୍ନ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚା ବଦଳିବା ପରେ ଯୁକ୍ତ ଦୁଇ ପ୍ରଶ୍ନପତ୍ରରେ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର…

ପ୍ରେସ କ୍ଲବରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ରାୟଗଡା:ରକ୍ତଦାନ ମହତ ଦାନ, ଏଭଳି ଏକ ଜନହିତକର ରକ୍ତଦାନ କାର୍ଯ୍ୟକ୍ରମ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ ରକ୍ତଦାନ ଶିବିରକୁ ମାନ୍ୟବର ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିଭଳି ସମ୍ମାନୀତ…

ଘନ କୁହୁଡି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର; ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ. କନ୍ଧମାଳ , ଅନୁଗୁଳ ଓ କଟକ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ଦେଖାଦେଇପାରେ । ଏନେଇ…

ଏଣିକି ରେଳ ସହାୟତା ନଂ-୧୩୯

ଭୁବନେଶ୍ୱର :ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି । ଯାତ୍ରୀଙ୍କ ସୁବିଧା ଏବଂ ଏକ ଐକିକ ନମ୍ବରକୁ ମନେ ରଖି ରେଳବାଇ ସହିତ ଯୋଗାଯୋଗ ସହଜ ପାଇଁ ଏକ ଲକ୍ଷ୍ୟ ସହିତ ରେଳବାଇ ହେଲ୍ପଲାଇନ ନମ୍ବର ୧୩୯ ସହିତ ସୁରକ୍ଷା, ସାଧାରଣ ଅଭିଯୋଗ,…

ବ୍ରିଟେନରେ ଜୁଲାଇ ୧୭ ଯାଏଁ ଲକ୍ଡାଉନ୍

ଲଣ୍ଡନ: ବ୍ରିଟେନ୍ ମହାମାରୀ କରୋନାର ନୂଆ ଷ୍ଟେ୍ରନ୍ର ଦ୍ୱିତୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ରିଟେନ୍ ସରକାର ଆସନ୍ତା ଜୁଲାଇ ମାସ ୧୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି । ସେହିପରି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ୧୦ଦିନିଆ…

କଟକରେ ନିରଞ୍ଜନ, ପୁରୀରେ ବିକ୍ରମ ଗ୍ରହଣ କରିବେ ପରେଡ ଅଭିବାଦନ

ଭୁବନେଶ୍ୱର: ୨୬ ତାରିଖରେ ୭୨ତମ ସାଧାରଣତନ୍ତ୍ର ଦିବସ । କେଉଁ ଜିଲାରେ କେଉଁ ମନ୍ତ୍ରୀ ପତାକା ଉତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁୁ ଅବଗତ କରାଯାଇଛି । ଏ ସଂକ୍ରାନ୍ତରେ ଗୃହବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସଞ୍ଜ୍ୀବ ଚୋପ୍ରା ରାଜ୍ୟ ପୋଲିସ…

ଦେଶରେ ୧୬ଲକ୍ଷ ଲୋକ ନେଲେଣି କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନରେ ମାତ୍ର ୬ ଦିନରେ ଏକ ମିଲିୟନ୍ରୁ ଉଦ୍ଧ୍ୱର୍ ଲୋକଙ୍କୁ କୋଭିଡ୍ ଟିକା ନେଇଥିବା ବେଳେ ବର୍ତମାନ ସୁଦ୍ଧା ଟିକାନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୧୬ଲକ୍ଷରେ ପହଞ୍ଚିଛି ବୋଲି…

ବଡଦାଣ୍ଡରୁ ହଟିଲା ବ୍ୟାରିକେଡ୍

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ କରାଯାଇଥିବା ଦିର୍ଘ ବ୍ୟାରିକେଡକୁ ଆଜି ପ୍ରଶାସନ ଉଠାଇ ଦେଇଛି । ପୁରୀ ଏସ୍ପି କନୱର ବିଶାଲ ସିଂହ ଏହି ସୂଚନା ଦେଇ କହିଛନ୍ତି ଯେ, ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥ ବଲ୍ଳଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ୍ କରାଯାଇଥିଲଶ,…