ସବୋର୍ଚ ସ୍ତରରେ ପେଟ୍ରୋଲ, ଡିଜେଲ୍ ଦର
ନୂଆଦିଲ୍ଲୀ: ଦୈନଦିନ ତୈଳ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ଏବେ ସର୍ବୋର୍ଚ୍ଚ ସ୍ତରରେ ପହଞ୍ଚିଛି । ଚଳିତ ସପ୍ତାହରେ ପେଟ୍ରୋଲ ଓ ଡିଜେଲର ଏହା ହେଉଛି ଚତୃର୍ଥ ମୂଲ୍ୟ ବୃଦ୍ଧି । ଆଜି ପେଟ୍ରୋଲ ଓ ଡିଜେଲର ମୁଲ୍ୟ ୨୫ ପଇସା ଲେଖାଁଏ ବୃଦ୍ଧି ପାଇଛି । ଫଳରେ ଜାତୀୟ ରାଜଧାନୀ!-->…