୭୦ ଟଙ୍କାରେ ବିକୁଥିଲେ ଜାଲ୍‌ କୋଭିଡ ନେଗେଟିଭ୍‌ ସାର୍ଟିଫିକେଟ୍‌

ପାରାଦୀପ (ରମାକାନ୍ତ ନାୟକ): ମାତ୍ର ୭୦ ଟଙ୍କା ଦେଲେ ମିଳୁଥିଲା ଜାଲ କୋଭିଡ ନେଗେଟିଭ ରିପୋର୍ଟ।  କେବଳ ସତିକି ନୁହେଁ, ପାରାଦୀପ ଆଇଓସିଏଲ୍‌ରେ ପ୍ରବେଶ କରିବା ପାଇଁ ବି ନକଲି ଗେଟପାସ ମଧ୍ୟ ମିଳୁଥିଲା। ଏଭଳି ଖବର ସାମ୍ନାକୁ ଆସିବା ପରେ ଜାଲ କୋଭିଡ୍ ନେଭେଟିଭ ସାର୍ଟିଫିକେଟ ତିଆରି…

ରେଳ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ଦାବି କଲା କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ରେଳ ପ୍ରକଳ୍ପ ପାଇଁ ୧୦ହଜାର କୋଟି ଟଙ୍କାର ଅନୁଦାନ ଦେବାକୁ କଂଗ୍ରେସ ଦାବି କରିଛି। ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ସଂସଦରେ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡ଼ିଶା ବିଧାନସଭା କମିଟି ଫେବୃଆରୀ ୧୨ ରେ…

ମଝି ଦରିଆରେ ଜଳିଗଲା ଜାହାଜ

ଚେନ୍ନାଇ: ମଝି ଦରିଆରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଜାହାଜ। ଏତେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଯେ, ନିଆଁ ଆୟତ୍ତ କରିବାକୁ କେହି ବି ସାହସ କରିପାରୁ ନାହାନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମର ପାମ୍ବନ ଉପକୂଳରେ। ଆଜି ସକାଳୁ ସମୁଦ୍ର ମଧ୍ୟରେ ଠିଆ ହୋଇଥିବା ଏକ ମାଛଧରା…

ପାଖରେ ଅଛି କି ପୁରୁଣା ୫ ଓ ୧୦ ଟଙ୍କିଆ ନୋଟ୍: ଫେରାଇବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ

ପୁରୁଣା ୫ ଓ ୧୦ ଟଙ୍କିଆ ନୋଟ୍ ରଖିଛନ୍ତି କି ? ଯଦି ରଖିଛନ୍ତି ତେବେ ଏହାକୁ ଫେରାଇବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ । ଆସନ୍ତା ଏପ୍ରିଲ ମାସ ବେଳକୁ ଏହି ନୋଟ୍ ଫେରାଇ ନେବା ପାଇଁ ରିଜର୍ଭ ବ୍ୟାଙ୍କ ଯୋଜନା କରୁଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇ ଯାଇଛି । ଏହି ନୋଟ…

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କୁ ବିରୋଧକରି ରାସ୍ତାକୁ ଓହ୍ଲାଇଲେ ୩ ପୂର୍ବତନ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ବିରୋଧରେ ବାହାରିଛନ୍ତି  ତିନିଜଣ ପୂର୍ବତନ ପ୍ରଧାନମନ୍ତ୍ରୀ। ଶୁକ୍ରବାର ଦିନ ହଜାର ହଜାର ପ୍ରଦର୍ଶନକାରୀଙ୍କ ସହ ଏମାନେ ଯୋଗ ଦେଇ ସଂସଦ ଭଂଗ ନିମନ୍ତେ ଦାବି କରିଛନ୍ତି । ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର…

ସଞ୍ଜୟ କୁମାର ନାୟକ ରେଭେନ୍ସା କୁଳପତି

ଭୁବନେଶ୍ୱର: ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାଦର ନାୟକଙ୍କୁ ନିଯୁକ୍ତ କରାଯାଇଛି। ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ପ୍ରଫେସର ନାୟକଙ୍କୁ ନିଯୁକ୍ତ କରିଛନ୍ତି। ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ଅନୁସାରେ…

ନନ୍ଦନକାନନରେ ନୀଳଗାଈ ମୃତ: ୨୧ ଜୀବଜନ୍ତୁ ଅସୁସ୍ଥ

ନନ୍ଦନକାନନ: ନନ୍ଦନକାନନ ପିଛା ଛାଡୁନି ଶନିଦଶା। ବାଜେଣୀ ପକ୍ଷୀ ପରେ ସମ୍ବର, ଧଳା ବାଲି ହରିଣ, ନାଲି ବାଘୁଣୀ ଆନିନ୍ ଓ ମାରମୋସେଟ୍‌ ମାଙ୍କଡ଼ ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନର ଆକର୍ଷଣ ସାଜିଥିବା ନୀଳଗାଈର ମୃତ୍ୟୁ ଘଟିଛି। ୨୧ରୁ ଊର୍ଦ୍ଧ୍ବ ପଶୁପକ୍ଷୀ ଅସୁସ୍ଥ ଅଛନ୍ତି। ଏହି ଘଟଣାକୁ…

‘ପରାକ୍ରମ ଦିବସ’ : କଲକତାରେ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦୀ, କଟକରେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶନିବାର କୋଲ୍‍କାତାରେ ‘ପରାକ୍ରମ ଦିବସ’ ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ଙ୍କ ୧୨୫ତମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ବର୍ଷେ ପର୍ଯ୍ୟନ୍ତ ଚାଲିବ।…

ରାଜପଥରେ ବୁଲିଲେ ଦୁଇ ଦନ୍ତା, ଲୋକେ ଛାନିଆ

ଖୋର୍ଦ୍ଧା/ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଦେଖିବାକୁ ମିଳିଥିଲା ହାତୀ ଆତଙ୍କ। ଦଳେଇପୁଟ ନିକଟରେ ୨ଟି ଦନ୍ତା ହାତୀ ରାସ୍ତା ଉପରେ ବୁଲୁଥିଲେ। ହାତୀ ଦୁଇଟିକୁ ଦେଖି ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଅଟକି ଯାଇଥିଲା। ଲୋକେ ଭୟଭୀତ ହୋଇଯାଇଥିଲେ।…

ସମୟ ପୂର୍ବରୁ ହୋଇପାରେ ପଶ୍ଚିମବଙ୍ଗ ନିର୍ବାଚନ!

କୋଲକାତା: ସମୟ ପୂର୍ବରୁ ହୋଇପାରେ ବହୁ ପ୍ରତିକ୍ଷିତ ପଶ୍ଚିମବଙ୍ଗ ନିର୍ବାଚନ। ନିର୍ଦ୍ଧାରିତ ସମୟର ୨୦ରୁ ୨୫ ଦିନ ପୂବରୁ ନିର୍ବାଚନ ହୋଇପାରେ ବୋଲି ସୂଚନା ମିଳିଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଯେପରି କିଛି ସମସ୍ୟା ନ ଉପୁଜେ ତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି…