ଦେଶରେ ନୂଆ ପଜିଟିଭ ୧୫ହଜାରରେ ସୀମିତ
ନୂଆଦିଲ୍ଲୀ : ଦେଶରେ ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ମଧ୍ୟରେ ସୀମିତ ରହିଛି। ଆଉ ୧୪,୨୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୩୯,୬୮୪ କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୫୨ ଆକ୍ରାନ୍ତ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ!-->…