ମା’ ଭଗବତୀ କି୍ରକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ବାଲିକୁଦା: ଇଛାପୁର ପଞ୍ଚାୟତ ପାରାହାଟସ୍ଥିତ ଡିଜି ଦଣ୍ଡା ପଡିଆରେ ମା’ ଭଗବତୀ କି୍ରକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ଉଦଘାଟକ ଭାବେ ସମାଜସେବୀ ଅଭିମନୁ୍ୟ ସ୍ୱାଇଁ ଯୋଗଦେଇ ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିିକ ଭାବେ ଉଦଘାଟନ କରିଥିଲେ । ପ୍ରଥମେ ମା’ଭଗବତୀଙ୍କ…

ଭଉଣୀଙ୍କ କ୍ଷମତା କାଂଟଛାଂଟ କଲେ କିମ୍ ଜୋଙ୍ଗ

ଉତରକୋରିଆ: ଉତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ କାହାରିକୁ ବିଶ୍ୱାସ କରନ୍ତି । ନାହିଁ । କ୍ଷମତା ପାଇଁ ସେ ସବୁ କିଛି କରିପାରନ୍ତି । ତାଙ୍କ ବିରୋଧରେ ସ୍ୱର ଉତୋଳନ କରିବାକୁ କେହି ସାହସ କରିପାରନ୍ତି ନାହିଁ । ତାଙ୍କ ଅସୁସ୍ଥତା ଓ ଅନୁପସ୍ଥିତିରେ ଶାସନ ଦାୟିତ୍ୱ ସମ୍ଭାଳୁଥିବା ତାଙ୍କ…

ବିଟ୍କଏନ୍ରେ ୧୮୦୦ କୋଟିର ମାଲିକ ପାସ୍ୱାର୍ଡ ଭୁଲି ଗୋଟିଏ ଟଙ୍କା ପାଇଲେନି

ନୂଆଦିଲ୍ଲୀ: ବିଟ୍କଏନରେ ଅର୍ଥ ନିବେଶ କରି କୋଟିପତି ହୋଇଥିବା ଜଣେ ବ୍ୟକ୍ତି ଏବେ ଫକଡରାମ୍ । ଷ୍ଟେଫାନ ଥମାସ ନାମକ ଏହି ବ୍ୟକ୍ତି ନିଜ ପାସ୍ୱାର୍ଡ ଭୁଲି ଯିବାରୁ ଟଙ୍କାଟିଏ ପାଇପାରି ନାହାନ୍ତି । ଥମାସ୍ ୭୦୦୨ଟି ବିଟ୍କଏନ୍ର ମାଲିକ ଥିଲେ । ଗୋଟିଏ ବିଟ୍କଏନ୍ର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫…

୧୬ରୁ ଟିକାକରଣ, ସବୁ ଜିଲ୍ଲାରେ ପହଁଚିଲା ଟିକା

ଆସନ୍ତା ଶନିବାର ୧୬ ତାରିଖଠାରୁ ରାଜ୍ୟରେ କୋଭିଡ୍‍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ସବୁ ଜିଲ୍ଲାରେ ଟିକା ପହଂଚି ସାରିଥିବା ଜଣାପଡିଛି। ରାଜ୍ୟର ୧୬୦ଟି ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ରାଜ୍ୟ ସରକାର ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସପିଟାଲରୁ ସିଧାସଳଖ…

ଆଉ ନାହାନ୍ତି ବନାଟି ଖେଳ ଗୁରୁ ରାମଚନ୍ଦ୍ର

ପୁରୀ : ଆଉ ନାହାନ୍ତି ପ୍ରଖ୍ୟାତ ବନାଟି ଖେଳ ଗୁରୁ ରାମଚନ୍ଦ୍ର ସୁଆର । ହୃତଘାତରେ ତାଙ୍କର  ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।ବନାଟି ଖେଳ ଗୁୁରୁ ରାମଚନ୍ଦ୍ର ସୁଆର ହଠାତ ଅସୁସ୍ଥ…

କିଶାନ କଂଗ୍ରେସର ପ୍ରସ୍ତୁତି ବୈଠକ; ୨୨ରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର : ବଲାଙ୍ଗିର ଜିଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ତଥା ପ୍ରଶାସନ ଓ ମିଲର୍ସ ମଧୁଚନ୍ଦ୍ରିକାର ପର୍ଦ୍ଦାଫାସ, ପ୍ୟାକ୍ସରେ…

ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ  ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆସନ୍ତାକାଲି ଦେଶର ୬୦୦ ଜିଲ୍ଲାରେ ଆରମ୍ଭ ହେବ। ଦକ୍ଷତା ବିକାଶ ଓ ଉଦ୍ୟୋଗୀ ପ୍ରତିଭା ବିକାଶ ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହି ପର୍ଯ୍ୟାୟରେ କୋଭିଡ୍‍ ସମ୍ବନ୍ଧୀୟ ଦକ୍ଷତା ଉପରେ ଧ୍ୟାନ…

ଭୋକର ଭୂଗୋଳ ଆଜି ଭାତହାଣ୍ଡି

ଭୁବନେଶ୍ଵର: କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି।  କିଛି ଲୋକ କଳାହାଣ୍ଡିକୁ ଗରିବୀର ଲାବରେଟୋରୀ କରିବାକୁ ଚାହୁଁଥିଲେ। ସରକାରଙ୍କ ଉଦ୍ୟମରେ କଳହାଣ୍ଡିର ଛବି ଆଜି ଉଜ୍ଜ୍ଵଳ ହୋଇଛି। କଳାହାଣ୍ଡି ଆଜି କୃଷି କ୍ଷେତ୍ରରେ ଆଗୁଆ ରହିଛି। ଭୋକର ଭୁଗୋଳ…

ସିଭିଲ ଇଞ୍ଜିନିୟର ବୋହୂ ମଦ ବେପାରୀ!

ଭଦ୍ରକ : ସିଭିଲ ଇଞ୍ଜିନିୟର ବୋହୂ କରୁଥିଲା ଦେଶୀ ମଦ ବେପାରୀ ! ଆଉ ତାଙ୍କୁ ସହଯୋଗ କରୁଥିଲେ ଦୁଇ ପୁଅ ଓ ଶାଶୂ । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ରୁ । ମଦ ବେପାର ନେଇ ଗ୍ରାମାଂଚଳ ପୁଲିସ ଜାଣିପାରି ଚଢଉ କରି ଇଞ୍ଜିନିୟର ବୋହୂ ଓ ଶାଶୁଙ୍କୁ ଗିରଫ କରିଥିବା ବେଳେ ବହୁ ପରିମାଣର…

ରାଜଧାନୀରେ ବୃଦ୍ଧାଙ୍କୁ ବେକରୁ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନ ଦି’ ପହରରେ ହେଉଛି ଲୁଟ୍ । କମିଶନରେଟ୍ ପୁଲିସ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ବରିÂ ନାଗରିକଙ୍କୁ ଲୁଟୁଛନ୍ତି । ହେଲେ ପୁଲିସ ସେମାନଙ୍କୁ ଧରିପାରୁନି । ସେହିଭଳି ଗତକାଲି ୩ଜଣ ଦୁର୍ବୁତ ପିପୁଲ ଗାର୍ଡେନ ନିକଟରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ…