ରାଜଧାନୀରେ ବୃଦ୍ଧାଙ୍କୁ ବେକରୁ ଝାମ୍ପିନେଲେ ସୁନା ଚେନ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନ ଦି’ ପହରରେ ହେଉଛି ଲୁଟ୍ । କମିଶନରେଟ୍ ପୁଲିସ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ବରିÂ ନାଗରିକଙ୍କୁ ଲୁଟୁଛନ୍ତି । ହେଲେ ପୁଲିସ ସେମାନଙ୍କୁ ଧରିପାରୁନି । ସେହିଭଳି ଗତକାଲି ୩ଜଣ ଦୁର୍ବୁତ ପିପୁଲ ଗାର୍ଡେନ ନିକଟରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ!-->…